କଟକରେ ଗୋଦାମ ଓ ଦୋକାନରେ ଗୁଡ଼ି ନଟେଇ ସୂତା ପାଇଁ ଚଢ଼ାଉ
କଟକରେ ଗୋଦାମ ଓ ଦୋକାନରେ ଗୁଡ଼ି ନଟେଇ ସୂତା ପାଇଁ ଚଢ଼ାଉ #କଟକ(ଏନ୍.ଏମ୍.): କଟକ ସହରରେ ଗୁଡ଼ି ଉଡ଼ା କାହା ପାଇଁ ଖେଳ ଥିବାବେଳେ କାହା ପାଇଁ କାଳ ସାବ୍ୟସ୍ତ ହୋଇଛି । ବିଗତ ବର୍ଷମାନଙ୍କରେ ଗୁଡ଼ିସୂତା ଯୋଗୁଁ ଏକାଧିକା ଦୁର୍ଘଟଣା ଘଟି ପ୍ରାଣହାନୀ ଘଟିଛି । ତେବେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ କଟକରେ ଗୁଡ଼ି ଉଡା ଉପରେ କଟକଣା ଲଗାଇବା ନିମନ୍ତେ ଗତ ଜାନୁଆରୀ ୩ତାରିଖରେ ଏକ ଜନସ୍ୱାର୍ଥମାମଲା ମଧ୍ୟ ରୁଜ୍ଜୁ ହୋଇଥିଲା ।…
