ଡ୍ରିମ୍ସରେ ଜାତୀୟସ୍ତରୀୟ ସନ୍ତରଣ ପ୍ରଶିକ୍ଷଣ: ସ୍ଥିତି ଅନୁଧ୍ୟାନ କଲେ ବିଶେଷଜ୍ଞ ଦଳ
ଡ୍ରିମ୍ସରେ ଜାତୀୟସ୍ତରୀୟ ସନ୍ତରଣ ପ୍ରଶିକ୍ଷଣ: ସ୍ଥିତି ଅନୁଧ୍ୟାନ କଲେ ବିଶେଷଜ୍ଞ ଦଳ #କଟକ (ଏନ୍.ଏମ୍.): ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ସନ୍ତରଣରେ ଜାତୀୟସ୍ତରୀୟ ପ୍ରଶିକ୍ଷଣ ଦେବା ଲାଗି ଦେଶର ପ୍ରମୁଖ ଉଦ୍ୟୋଗ ଜେଏସ ଡବ୍ଲ୍ୟୁ ଗ୍ରୁପ ରାଜ୍ୟ ସରକାରଙ୍କ ସହ ଅନୁବନ୍ଧିତ ହୋଇଛି । ଏହି କ୍ରମରେ ଡ୍ରିମ୍ସରେ ସନ୍ତରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଆଲୋଚନା ହୋଇଥିବାବେଳେ ବିଭାଗୀୟ ବିଶେଷଜ୍ଞ ଦଳ ଏଠାକାର ସ୍ପୋର୍ଟସ କମ୍ପେ୍ଲକ୍ସ, ସୁଇମିଂପୁଲ ଓ ଉପଲବ୍ଧ ସୁବିଧାସୁଯୋଗ ଅନୁଧ୍ୟାନ କରିଛନ୍ତି । ଜେଏସ୍ଡବ୍ଲ୍ୟୁର ବୈଷୟିକ…
