କଟକରେ ଜିଲ୍ଲାସ୍ତରୀୟ ମେଗା କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ
କଟକରେ ଜିଲ୍ଲାସ୍ତରୀୟ ମେଗା କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ #କଟକ(ଏନ୍.ଏମ୍.): ରାଜ୍ୟ ତଥା ରାଷ୍ଟ୍ର ଅର୍ଥନୀତି କୃଷକମାନଙ୍କ ଉପରେ ନିର୍ଭରଶୀଳ । ନୂତନ ଜ୍ଞାନକୌଶଳ ପ୍ରୟୋଗରେ କୃଷି ଯନ୍ତ୍ରପାତିର ଉପଯୋଗରେ କୃଷକମାନଙ୍କର ଆୟବୃଦ୍ଧି କରିବା କୃଷିମେଳାର ମୂଳ ଉଦ୍ଦେଶ୍ୟ ବୋଲି ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ନିକଟସ୍ଥ ଖ୍ରୀଷ୍ଟିୟାନ ସାହି ଖେଳପଡିଆଠାରେ ଅନୁଷ୍ଠିତ କୃଷି ଯନ୍ତ୍ରପାତି ମେଳାକୁ ଉଦ୍ଘାଟନ କରି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି । ସେ ପୁଣି କହିଛନ୍ତି ଯେ, ସ୍ୱଳ୍ପସମୟ…
