ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କାହ୍ନୁଚରଣ ବେହେରାଙ୍କୁ ମୟୂରବନ୍ଧୁ ସମ୍ମାନ
ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କାହ୍ନୁଚରଣ ବେହେରାଙ୍କୁ ମୟୂରବନ୍ଧୁ ସମ୍ମାନ #ନରାଜ(ଏନ୍.ଏମ୍.): ଜାତୀୟ ପକ୍ଷୀ ମୟୂରକୁ ଦେଖିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ଥାଏ । ତା’ର ରୂପ ଏମିତି ସୁନ୍ଦର ଯାହା ସମସ୍ତଙ୍କ ମନ ମୁଗ୍ଧ କରି ଥାଏ । ଯାହା ଦେଖିବାକୁ ମିଳିଥାଏ କଟକ ଜିଲ୍ଲା ମଣ୍ଡଳୀ ସ୍ଥିତ ନରାଜ ଅଞ୍ଚଳରେ । କାହ୍ନୁଚରଣ ବେହେରା ନାମକ ଜଣେ ଯୁବକ ଯେମିତି ସେହି ଜାତୀୟ ପକ୍ଷୀ ମୟୂର ମାନଙ୍କର ପାଲଟି ଯାଇଛନ୍ତି ବାପା ମା’…
