କଟକରେ ଆତଙ୍କ : ସହରାଭିମୁଖୀ ହାତୀ ପଲ
କଟକରେ ଆତଙ୍କ : ସହରାଭିମୁଖୀ ହାତୀ ପଲ ହରଡ଼ଘଣାରେ ବନ ବିଭାଗ ଅଧିକାରୀ ଓ କର୍ମଚାରୀ #କଟକ(ଏନ୍.ଏମ୍.): କଟକସହର ମୁହଁ ହାତୀ ପଲ । ଯାହାକୁ ନେଇ ସହରବାସୀ ଆତଙ୍କିତ । ହାତୀପଲ କଟକ ସହର ତଥା ଏହାର ଉପକଣ୍ଠ ଚୌଦ୍ୱାର, ଜଗତପୁର, ସିଡିଏ ଆଦି ଅଞ୍ଚଳରେ ହାତୀ ଉତ୍ପାତ ବୃଦ୍ଧି ପାଉଥିବା ନେଇ ଅଞ୍ଚଳ ବାସୀ ଭୟଭୀତ ହୋଇ ପଡ଼ିଛନ୍ତି । ଯାହାକୁ ନେଇ ବନବିଭାଗ ମଧ୍ୟ ହରଡ଼ଘଣାରେ ପଡ଼ିଛି । ହାତୀମାନଙ୍କୁ କେଉଁ ଆଡକୁ…
