ଚମକିବ ଐତିହାସିକ ଗଡ଼ଖାଇ: ଘନଘନ ଚାଲିଛି ସମୀକ୍ଷା
ଚମକିବ ଐତିହାସିକ ଗଡ଼ଖାଇ: ଘନଘନ ଚାଲିଛି ସମୀକ୍ଷା #କଟକ(ଏନ୍.ଏମ୍.): ଦୀର୍ଘବର୍ଷ ପରେ ଐତିହାସିକ ଗଡ଼ଖାଇ ପୁଣି ଚମକିବ । କଲିକତି ଦଳ ସହିତ ବିଭିନ୍ନ ଅନାବନା ଗଛରେ ପରିପୂର୍ଣ୍ଣ ହୋଇଥିବା ଗଡଖାଇକୁ ଏବେ ସଫେଇ କରା ଯାଉଛି । କଟକରେ ଆସନ୍ତା ୧୧ ତାରିଖରେ ହେବାକୁ ଥିବା ବିଶ୍ୱକପର ଉଦ୍ଘାଟନ ସମରୋହକୁ ଦୃଷ୍ଟିରେ ରଖି ସିଏମସି ପକ୍ଷରୁ ବ୍ୟାପକ ସୌନ୍ଦର୍ଯକରଣ କାର୍ଯ୍ୟ କରାଯାଉଥିବାବେଳେ ଏବେ ସହରର ଐତିହାସିକ ଗଡ଼ଖାଇ ସଫା କରାଯାଉଛି । ସିଏମସି ପକ୍ଷରୁ ଏହାକୁ…
