କଟକରେ ଚାଲିଛି ବେଧଡକ ଗୁଡ଼ିଉଡ଼ା: ବାରମ୍ବାର ଦୁର୍ଘଟଣା ଘଟୁଥିଲେ ବି ବେଫିକର ପ୍ରଶାସନ
କଟକରେ ଚାଲିଛି ବେଧଡକ ଗୁଡ଼ିଉଡ଼ା: ବାରମ୍ବାର ଦୁର୍ଘଟଣା ଘଟୁଥିଲେ ବି ବେଫିକର ପ୍ରଶାସନ #କଟକ(ଏନ୍.ଏମ୍.): କଟକ ଅଞ୍ଚଳରେ ଗୁଡ଼ି ଉଡ଼ା ଯୋଗୁଁ ବହୁ ଧନ ଜୀବନ କ୍ଷତି ହେଉଛି । ତଥାପି ଏବେ କଟକ ସମେତ ସହର ଉପକଣ୍ଠରେ ବେଧଡକରେ ଚାଲିଛି ଗୁଡ଼ି ଉଡ଼ା । ଆସନ୍ତା ୧୪ତାରିଖରେ ପବିତ୍ର ମକର ସଂକ୍ରାନ୍ତି ପଡ଼ୁଥିବାରୁ କଟକରେ ଗୁଡ଼ି ଉଡାର ଏକ ନିଆରା ପରମ୍ପରା ରହିଛି । ମାତ୍ର ପରମ୍ପରାକୁ ରକ୍ଷା କରିବାକୁ ଯାଇ ଏଠାରେ ପ୍ରବଳ ଗୁଡ଼ି…
