ବିଭିନ୍ନ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିଏମସି ବିଜେଡି କର୍ପୋରେଟର
ବିଭିନ୍ନ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିଏମସି ବିଜେଡି କର୍ପୋରେଟର ଅତିଷ୍ଠ ହେଉଛି ଅଫିସର ରାଜ! #କଟକ(ଏନ୍.ଏମ୍.): କଟକ ସହରର ବିଭିନ୍ନ ସମସ୍ୟା ନେଇ ଆଜି ଦଳୀୟ କର୍ପୋରେଟରମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଦୀର୍ଘ ଦିନ ଧରି ସିଏମସିର ଅଫିସର ରାଜ ଚାଲିଥିବାବେଳେ ଏବେ ନିର୍ବାଚନ ପ୍ରତିନିଧି(ୟୁଏଲବି)ଙ୍କୁ ସର୍ବଦା ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ସିଏମସିର ଅଧିକାରୀମାନେ କର୍ପୋରେଟରଙ୍କ କୌଣସି କଥା ଶୁଣୁନଥିବା ଭଳି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସଂଗୀନ ଅଭିଯୋଗ କରାଯାଇଛି…
