ଯୋଗାଣ ବିଭାଗର ଚଢ଼ାଉ: ୨୦କ୍ୱିଣ୍ଟାଲ ଗହମ ଜବତ
ଯୋଗାଣ ବିଭାଗର ଚଢ଼ାଉ: ୨୦କ୍ୱିଣ୍ଟାଲ ଗହମ ଜବତ #କଟକ(ଏନ୍.ଏମ୍.): ସମ୍ପ୍ରତି ଖାଦ୍ୟସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ସମସ୍ତ ଗରିବ ତଥା ପ୍ରକୃତ ହିତାଧିକାରୀଙ୍କ ଅତ୍ୟାବଶ୍ୟକୀୟ ସମଗ୍ରୀ ଯୋଗାଇ ଦିଆଯାଉଥିବାବେଳେ ଏଥିରେ ବ୍ୟାପକ ବାଟମାରଣା ହେଉଥିବା ଅଭିଯୋଗ ହୋଇଛି । ତେବେ ଜିଲ୍ଲାରେ ଏଭଳି ବାରମ୍ବାର ଅଭିଯୋଗ ପାଇବା ପର ଆଜି ଜିଲ୍ଲା ଯୋଗାଣ ବିଭାଗର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଜିଲ୍ଲାର ମାହାଙ୍ଗା ଓ ସାଲେପୁର ଅଞ୍ଚଳର ବିଭିନ୍ନ ଖାଉଟୀ ବଣ୍ଟନ କେନ୍ଦ୍ରରେ ଅଚାନକ ଚଢ଼ାଉ କରିଥିଲେ । ଏହି…
