ନମିତା ଆର୍ଟ ଗ୍ୟାଲେରୀରେ ରହିଛି ଆଦିବାସୀ କଳା ସଂସ୍କୃତିର ପ୍ରତିଛବି

ନମିତା ଆର୍ଟ ଗ୍ୟାଲେରୀରେ ରହିଛି ଆଦିବାସୀ କଳା ସଂସ୍କୃତିର ପ୍ରତିଛବି #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଟାଉନହଲ ଠାରେ ନମିତା ଆର୍ଟ ଗ୍ୟାଲେରୀ ଉଦ୍‌ଘାଟିତ ହୋଇଯାଇଛି । ବିଶେଷ କରି ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବା ନିମନ୍ତେ ନମିତା ସାହୁଙ୍କ ଏଭଳି ପ୍ରୟାସକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି । ଶ୍ରୀମତୀ ସାହୁଙ୍କ ଦ୍ୱାରା ଆଦିବାସୀ ଆର୍ଟ ଗ୍ୟାଲେରୀକୁ ନ୍ୟାୟମୂର୍ତ୍ତି ଡକ୍ଟର ବି.ପି.ଚୌଧୁରୀ ଉଦ୍‌ଘାଟନ କରି ମହିଳାମାନେ ଘରେ ପାଉଥିବା ସମୟକୁ ଅଯଥାରେ ଅପଚୟ ନକରି ଯଦି ନିର୍ଦ୍ଦିଷ୍ଟ କୌଣସି ଢଙ୍ଗରେ…

Read More

ହକି ବିଶ୍ୱକପ୍ ଉଦଘାଟନୀ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି

ହକି ବିଶ୍ୱକପ୍ ଉଦଘାଟନୀ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି ନିର୍ମାଣ ହେବ ହେଲିପ୍ୟାଡ, ଲେଜର୍ ଶୋ ସହ ଫୁଟିବ ରଙ୍ଗୀନ ବାଣ #କଟକ(ଏନ୍‌.ଏମ୍‌.): ହକି ଉଦଘାଟନୀ ଉତ୍ସବରେ ଚମକିବ ବାରବାଟୀ ଷ୍ଟାଡିୟମ, ସେଥିପାଇଁ ଅନୁଷ୍ଠିତ ହେବ ଲେଜର୍ ଶୋ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ‘ୁଟିବ ବିଭିନ୍ନ କିସମର ରଙ୍ଗୀନ ବାଣ । କାର୍ଯ୍ୟକ୍ରମରେ ଯୋଗଦେବେ ସେଲିବ୍ରେଟି ଓ ଶତାଧିକ ମାନ୍ୟଗଣ୍ୟ ଅତିଥି । ସେଥିପାଇଁ ସତ୍ୟବ୍ରତ ଷ୍ଟାଡିୟମରେ ନିର୍ମାଣ ହେବ ହେଲିପ୍ୟାଡ୍ । ଏ ସଂପର୍କରେ ଆଜି…

Read More

ହକି ବିଶ୍ୱକପ୍ ଆୟୋଜନ ତଥା ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ

ହକି ବିଶ୍ୱକପ୍ ଆୟୋଜନ ତଥା ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବ ଲଗାତର ଭାବେ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଆୟୋଜନ ଓଡିଶାର ଗୌରବ ବଢାଇଛି ସରକାରଙ୍କୁ ଧନ୍ୟବାଦ ଦେଲେ ସବୁ ଦଳ #ଭୁବନେଶ୍ୱର(ଏନ୍‌.ଏମ୍‌.): ୨୦୨୩ ପୁରୁଷ ବିଶ୍ୱକପ୍ ହକି ଆୟୋଜନ ଏବଂ ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନର କନ୍‌ଭେନସେଣ୍ଟର ଠାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ…

Read More

ବଲାଙ୍ଗିର ଠାରେ ଦୁଇଦିନିଆ ଜାତୀୟସ୍ତରୀୟ ଗୋପାଳନ ସମ୍ମିଳନୀ: ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ

ବଲାଙ୍ଗିର ଠାରେ ଦୁଇଦିନିଆ ଜାତୀୟସ୍ତରୀୟ ଗୋପାଳନ ସମ୍ମିଳନୀ: ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ବଲାଙ୍ଗିର(ଏନ୍‌.ଏମ୍‌.): ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆରେ ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗ, ବଲାଙ୍ଗିର କଳାହାଣ୍ଡି ନୂଆଁପଡା ଆଞ୍ଚଳିକ ସମବାୟ ଦୁଗ୍ଧ ସଂଘ ଓ ବଲାଙ୍ଗିର ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଆୟୋଜିତ ଦୁଇଦିନିଆ ଜାତୀୟସ୍ତରୀୟ ଗୋପାଳନ ସମ୍ମିଳନୀ ଉଦଯାପିତ ହୋଇଯାଇଛି । ଆୟୋଜିତ ଏହି ଉତ୍ସବରେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟଅତିଥି…

Read More

ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ପକ୍ଷରୁ ନିରାଡମ୍ବର ଭାବେ ସାନ୍ତାଳୀ ଭାଷା ଦିବସ

ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ପକ୍ଷରୁ ନିରାଡମ୍ବର ଭାବେ ସାନ୍ତାଳୀ ଭାଷା ଦିବସ #ରାଇରଙ୍ଗପୁର (ଏନ୍‌.ଏମ୍‌.): ଆଦିବାସୀ ସାନ୍ତାଳୀ ଲିପି ଓ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ଆଜିର ଦିନରେ ହିଁ ସ୍ଥାନିତ ହୋଇଥିଲା, ତେଣୁ ଏହି ଦିନଟିକୁ ସାନ୍ତାଳୀ ଭାଷା ଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟ ପରିସରରେ ସାନ୍ତାଳୀ ଭାଷା ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସୁପ୍ରିମୋଅଂଜନୀ ସୋରେନ…

Read More

ରାଇରଙ୍ଗପୁର ଲ୍ୟାମ୍ପରେ ଧାନମଣ୍ଡି ଉପଜିଲ୍ଲାପାଳଙ୍କ ଦ୍ୱାରା ଉଦଘାଟିତ

ରାଇରଙ୍ଗପୁର ଲ୍ୟାମ୍ପରେ ଧାନମଣ୍ଡି ଉପଜିଲ୍ଲାପାଳଙ୍କ ଦ୍ୱାରା ଉଦଘାଟିତ ରାଇରଙ୍ଗପୁର(ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଚାଷୀମାନଙ୍କ ଠାରୁ ଧାନ କିଣିବା ପାଇଁ ପ୍ରଥମ ଥର ପାଇଁ ଧାନମଣ୍ଡି ଖୋଲିବା ନିର୍ଦ୍ଦେଶ ଅନୁସାରେ ଆଜି ରାଇରଙ୍ଗପୁର ଲ୍ୟାମ୍ପରେ ଧାନମଣ୍ଡି ଉପଜିଲ୍ଲାପାଳ ସରୋଜ ଦାସଙ୍କ କରକମଳରେ ଶୁଭ ଉଦଘାଟିତ ହୋଇଯାଇଛି । ଏହି ଶୁଭାରମ୍ଭ ଅବସରରେ ଏସାଆରସିଏସ ରାମଚନ୍ଦ୍ର ବିଶ୍ୱାଳ, ଏସଆରସିଏସ ମନୋରଞ୍ଜନ ବେହେରା, ଅତିରିକ୍ତ ଯୋଗାଣ ଅଧିକାରୀ ସାରଙ୍ଗ ଧର ବେହେରା, ରାଇରଙ୍ଗପୁର ଲ୍ୟାମ୍ପ ଅଧ୍ୟକ୍ଷ ସୁଗଦା ମାରାଣ୍ଡି,…

Read More

ସହରାଞ୍ଚଳ ଟୀକାକରଣ ଟାସ୍କ ଫୋର୍ସ ବୈଠକ

ସହରାଞ୍ଚଳ ଟୀକାକରଣ ଟାସ୍କ ଫୋର୍ସ ବୈଠକ ସଠିକ୍ ଯୋଜନା କରି ବିଏମସି ଅଞ୍ଚଳରେ ଶତ ପ୍ରତିଶତ ଟୀକାକରଣ କରିବାକୁ ମେୟରଙ୍କ ପରାମର୍ଶ #ଭୁବନେଶ୍ୱର(ଏନ୍‌.ଏମ୍‌.): ଶିଶୁମାନଙ୍କୁ ନିୟମିତ ଟୀକାକରଣ ହେଉଛି ସାରା ବିଶ୍ୱରେ ପ୍ରମୁଖ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ । ଆମ ଦେଶରୁ ୨୦୨୩ ମସିହା ସୁଦ୍ଧା ମିଳିମିଳା ଓ ରୁବେଲା ସଂପୂର୍ଣ୍ଣ ଦୂର କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲକ୍ଷ୍ୟ ରଖିଛନ୍ତି । ସଠିକ ଯୋଜନା ଏବଂ ସମସ୍ତ ପଦକ୍ଷେପ ନିଆଯାଇ ଭୁବନେଶ୍ୱର ମହାନଗନ ନିଗମ ଅଞ୍ଚଳରେ ଟୀକାକରଣ…

Read More