ରାଜେଶ ଜେନା ପାଇବେ ସାମ୍ବାଦିକ ବନବିହାରୀ ମହାନ୍ତି ସ୍ମୃତି ସମ୍ମାନ

ରାଜେଶ ଜେନା ପାଇବେ ସାମ୍ବାଦିକ ବନବିହାରୀ ମହାନ୍ତି ସ୍ମୃତି ସମ୍ମାନ #କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ ମର୍ଯ୍ୟାଦାଜନକ ସାମ୍ବାଦିକ ବନବିହାରୀ ମହାନ୍ତି ସ୍ମୃତି ସମ୍ମାନ ପାଇବେ ଯୁବ ସାମ୍ବାଦିକ ରାଜେଶ ଜେନା । ବନବିହାରୀ ମହାନ୍ତି ଫାଉଣ୍ଡେସନ ପକ୍ଷରୁ ଏନେଇ ଆଜି ଘୋଷଣା କରାଯାଇଛି । ଶ୍ରୀ ଜେନା ଦୀର୍ଘ ୧୭ ବର୍ଷରୁ ଉର୍ଦ୍ଧ୍ୱକାଳ ବିଭିନ୍ନ ଓଡ଼ିଆ ସମ୍ବାଦପତ୍ରରେ ସ୍ୱଚ୍ଛ, ନିରପେକ୍ଷ ତଥା ମୂଲ୍ୟଭିତ୍ତିକ ସମ୍ବାଦ ପରିବେଷଣ କରିଆସିଛନ୍ତିି । ସାମ୍ବାଦିକତା ପ୍ରତି ବୃତ୍ତିଗତ ନିଷ୍ଠା ଓ ଅଙ୍ଗିକାର…

Read More

କେନ୍ଦ୍ରକୁ ଟାର୍ଗେଟ: ହରିଦାସପୁର – ପାରାଦୀପ ରେଳପଥରେ ପାସେଞ୍ଜର ଟ୍ରେନ ଚଳାଇବାକୁ ଦାବି କଲା ବିଜେଡି

କେନ୍ଦ୍ରକୁ ଟାର୍ଗେଟ: ହରିଦାସପୁର – ପାରାଦୀପ ରେଳପଥରେ ପାସେଞ୍ଜର ଟ୍ରେନ ଚଳାଇବାକୁ ଦାବି କଲା ବିଜେଡି #ଭୁବନେଶ୍ୱର/କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): କେନ୍ଦ୍ର ସରକାର ସର୍ବଦା ରାଜ୍ୟକୁ ଲଲିପପ୍ ଭଣ୍ଡାଉଛି । ଗୋଟିଏ ପରେ ଗୋଟିଏ ଯୋଜନା ଯୋଗାଇଦେବା ଭଳି ଶସ୍ତା ଭାଷଣ ଦେଉଥିବାବେଳେ ରାଜ୍ୟର ଉନ୍ନତି କେବଳ ଭାଷଣରେ ଆବଦ୍ଧ ହୋଇ ରହି ଯାଇଛି । ବିଶେଷ କରି ରାଜ୍ୟରେ ରେଳ ପଥର ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଥିଲେ ମଧ୍ୟ ତାହା ଜନସାଧାରଣଙ୍କ ସେବାରେ ଆସୁନଥିବା ଦୁର୍ଭାଗ୍ୟ…

Read More

ଜାତୀୟସ୍ତରରେ ଓଡ଼ିଶାକୁ ପ୍ରତିଷ୍ଠିତ କରିବା ପାଇଁ ଯୁବବର୍ଗ ଉଦ୍ୟୋଗ କ୍ଷେତ୍ରରେ ନେତୃତ୍ୱ ନେବା ଆବଶ୍ୟକ: ପ୍ରତାପ ଦେବ

ଜାତୀୟସ୍ତରରେ ଓଡ଼ିଶାକୁ ପ୍ରତିଷ୍ଠିତ କରିବା ପାଇଁ ଯୁବବର୍ଗ ଉଦ୍ୟୋଗ କ୍ଷେତ୍ରରେ ନେତୃତ୍ୱ ନେବା ଆବଶ୍ୟକ: ପ୍ରତାପ ଦେବ #ଭୁବନେଶ୍ୱର(ଏନ୍‌.ଏମ୍‌.): ସ୍ଥାନୀୟ ଓ-ହବ୍‌ଠାରେ ଷ୍ଟାର୍ଟଅପ୍ ଓଡ଼ିଶାର ଏକ ବର୍ଷ ପୂର୍ତ୍ତି ଉତ୍ସବର ମୁଖ୍ୟଅତିଥି ଭାବେ ଯୋଗଦେଇ ଶକ୍ତି, ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଉଦ୍ୟୋଗ କ୍ଷେତ୍ରରେ ଓଡ଼ିଶାକୁ ଭାରତ ମାନଚିତ୍ରରେ ପ୍ରତିଷ୍ଠିତ କରିବାକୁ ଯୁବବର୍ଗ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଯୁବବର୍ଗ ତାଙ୍କର ସୃଜନଶୀଳ ପ୍ରତିଭା ଏବଂ ବୁଦ୍ଧିମତ୍ତାକୁ ପ୍ରୟୋଗ କରି ଉଦ୍ୟୋଗୀ…

Read More

୧୬ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: କଲେଜ ଯାତ୍ରା ହେଲା ଶେଷ ଯାତ୍ରା, ଆଖିବୁଜିଲେ ହିନ୍ଦୀ ଅଧ୍ୟାପକ

୧୬ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: କଲେଜ ଯାତ୍ରା ହେଲା ଶେଷ ଯାତ୍ରା, ଆଖିବୁଜିଲେ ହିନ୍ଦୀ ଅଧ୍ୟାପକ #କଟକ(ଏନ୍‌.ଏମ୍‌.): ମରଣଯନ୍ତା ପାଲଟିଛି ୧୬ନମ୍ବର ଜାତୀୟ ରାଜପଥ । ଭୁବନେଶ୍ୱର-କଟକ-ଭୁବନେଶ୍ୱର ରାସ୍ତାଟି ଏବେ ସମ୍ପୂର୍ଣ୍ଣ ବିପଦ ପୂର୍ଣ୍ଣ ହୋଇଯାଇଛି । ପ୍ରତିଦିନ ଦୁର୍ଘଟଣା ଘଟିବା ସହ ବହୁ ଧନଜୀବନ କ୍ଷତି ହେଉଥିବା ଦେଖିବାକୁ ମିଳିଛି । ତେବେ ଏଭଳି ଦୁର୍ଘଟଣା ବାରମ୍ବାର ଘଟିବାର କାରଣ ସମ୍ପର୍କରେ ନା ରାଜପଥ ପ୍ରାଧିକରଣ, ନା ଜିଲ୍ଲାପ୍ରଶାସନ, ନା ଟ୍ରାଫିକ ବିଭାଗ…

Read More