ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଉନ୍ନତ ମାନର ମାଛ ଚାଷର ଶୁଭାରମ୍ଭ କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଉନ୍ନତ ମାନର ମାଛ ଚାଷର ଶୁଭାରମ୍ଭ କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କଟକ(ଏନ୍‌.ଏମ୍‌): ଜିଲ୍ଲା ମତ୍ସ୍ୟ ବିଭାଗ କଟକ ତରଫରୁ ଉନ୍ନତ ମାନର ମାଛ ଚାଷର ଶୁଭାରମ୍ଭ ହୋଇ ଯାଇଛି । ମହାନଦୀର ମୁଣ୍ଡଳୀ ନିକଟସ୍ଥ କଟକିଆସାହି ଗ୍ରାମପଞ୍ଚାୟତ ନିକଟରେ ମତ୍ସ୍ୟସମ୍ପଦ ବିକାଶ ଓ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ଉନ୍ନତ ମତ୍ସ୍ୟ ଯାଆଁଳ ଛଡା ଯିବାର କାର୍ଯ୍ୟକ୍ରମ କରାଯାଇଥିଲା । ନାରାୟଣ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି, ମା’…

Read More

ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଭାସ୍କର୍ଯ୍ୟ ସିମ୍ପୋଜିୟମ ଉଦଘାଟିତ

ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଭାସ୍କର୍ଯ୍ୟ ସିମ୍ପୋଜିୟମ ଉଦଘାଟିତ ୧୬ ଜଣ ଶିଳ୍ପୀ ୧୫ ଦିନ ଧରି ଗଢିବେ ପ୍ରସ୍ତର ତଥା ସ୍କ୍ରାପ ଭାସ୍କର୍ଯ୍ୟ ଭୁବନେଶ୍ୱର(ଏନ୍‌.ଏମ୍‌.): ଗଣ୍ଡମୁଣ୍ଡାସ୍ଥିତ କଳାଭୂମି ଠାରେ ଉଦଘାଟିତ ହୋଇଛି ୧୫ ଦିନିଆ ଆନ୍ତର୍ଜାତୀୟ ଭାସ୍କର୍ଯ୍ୟ କଳା ସିମ୍ପୋଜିୟମ ଓ ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଖଣି ନିଗମ, ଭୁବନେଶ୍ୱର ମହାନଗର ନିଗମ ଓ ଭୁବନେଶ୍ୱର ଉନ୍ନୟନ ନିଗମ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ପ୍ରଥମ ଥର ପାଇଁ…

Read More

ପ୍ରଥମ ସର୍ବଭାରତୀୟ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ ଉଦ୍‌ଘାଟିତ

ପ୍ରଥମ ସର୍ବଭାରତୀୟ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ ଉଦ୍‌ଘାଟିତ କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଜବହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍ ଠାରେ ପ୍ରଥମ ସର୍ବଭାରତୀୟ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ଓଡ଼ିଶାର ବିଭିନ୍ନ ସ୍ଥାନରୁ ତଥା ଭାରତର ବିିଭିନ୍ନ ପ୍ରଦେଶରୁ ଆସିଥିବା ପ୍ରାୟ ୫ ହଜାର ପ୍ରତିନିଧିଙ୍କ ମାର୍ଚ୍ଚ ଫାଷ୍ଟ ଏବଂ ବନ୍ଦେମାତରମ୍ ଗାନ ସହିତ ଏହି କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଥିଲା । ଏଥିରେ ଶ୍ରୀଅରବିନ୍ଦ ଆଶ୍ରମ ଅରୋଭିଲ୍ ଫାଉଣ୍ଡେସନର ସେକ୍ରେଟାରୀ ଡକ୍ଟର ଜୟନ୍ତୀ…

Read More