ଆଠଗଡ଼ ମହୋତ୍ସବ ଉଦ୍ଘାଟିତ
ଆଠଗଡ଼ ମହୋତ୍ସବ ଉଦ୍ଘାଟିତ ଆଠଗଡ(ଏନ୍.ଏମ୍.): ଆଗଠଡ଼ର ବହୁ ପ୍ରତୀକ୍ଷିତ ମହୋତ୍ସବ ଗଡ଼ଜାତ ମହୋତ୍ସବ ନୂଆ ରୂପରେ ଆଠଗଡ ମହୋତ୍ସବ ନାମରେ ଆଜି ସନ୍ଧ୍ୟାରେ ଶୁଭାରମ୍ଭ ହୋଇଛି । ବିଗତ ସାତ ବର୍ଷ ଧରି ବନ୍ଦ୍ ରହିଥିବା ଏହି ମହୋତ୍ସବ ପୁନର୍ବାର ଆରମ୍ଭ ହେବା ଯୋଗୁଁ ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ମୁଖ୍ୟଅତିଥି ଭାବେ ପୂର୍ବତନ ସାଂସଦ ପଦ୍ମଶ୍ରୀ ଦିଲୀପ ତିର୍କୀ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଆଠଗଡ ବିଧାୟକ ତଥା କୃଷି ମନ୍ତ୍ରୀ…
