ଚୌଦ୍ୱାର ଅଞ୍ଚଳରେ ପୁଣି ହାତୀ ଆତଙ୍କ: ରାତି ଅଧରେ କୟଳପଡ଼ା ପଞ୍ଚାୟତକୁ ଘାଣ୍ଟିଲେ

ଚୌଦ୍ୱାର ଅଞ୍ଚଳରେ ପୁଣି ହାତୀ ଆତଙ୍କ: ରାତି ଅଧରେ କୟଳପଡ଼ା ପଞ୍ଚାୟତକୁ ଘାଣ୍ଟିଲେ #ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଅଞ୍ଚଳରେ ପୁଣି ହାତୀ ଆତଙ୍କ ଦେଖିବାକୁ ମିଳିଛି । ଆଜି ରାତି (ଶନିବାର) ପ୍ରାୟ ୧୧ଟା ସମୟରେ ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତ ନୂଆପାଟଣା ଠାରେ ୧୭ଟି ହାତୀ ଗ୍ରାମାଭିମୁଖୀ ହୋଇଛନ୍ତି । ରାତିସାରା ଗାଁ କଡ଼ରେ ଥିବା ଧାନ କ୍ଷେତରେ ବୁଲିବା ସହ ଗାଁ ଆଡ଼କୁ ମାଡ଼ି ଆସୁଥିବା ଦେଖିବାକୁ ମିଳିଥିଲା । ଫଳରେ ଗ୍ରାମବାସୀମାନେ ଭୟଭୀତ…

Read More

କଟକ ସାତସାହି ନୃତ୍ୟୋତ୍ସବ ଉଦଘାଟିତ

କଟକ ସାତସାହି ନୃତ୍ୟୋତ୍ସବ ଉଦଘାଟିତ #କଟକ(ଏନ୍‌.ଏମ୍‌.): ବାଲିଯାତ୍ରା ଉପର ପଡ଼ିଆଠାରେ ୯ ଦିନ ଧରି ଅନୁଷ୍ଠିତ ହେବାକୁଥିବା କଟକ ସାତସାହି ନୃତ୍ୟୋତ୍ସବ ଉଦଘାଟିତ ହୋଇଛି । ମୁଖ୍ୟଅତିଥି ଭାବେ ଓଡ଼ିଶାର ଗୃହ ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ସମ୍ମାନ ତାଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ଉତ୍ସବ ସମ୍ପର୍କରେ ନିଜର ମତ ରଖି କହିଲେ ଯେ, କଟକର ପରମ୍ପରା, କଳା, ଭାସ୍କର୍ଯ୍ୟ ସହ ବାଣିଜ୍ୟିକ ବୃଦ୍ଧି ଓ ଭାଇଚାରା ସମଗ୍ର ଓଡ଼ିଶାରେ ସ୍ୱତନ୍ତ୍ର ।…

Read More

ଜଗତପୁର ଅଞ୍ଚଳରେ ଫଳ ଦୋକାନକୁ ଟ୍ରକ ମାଡ଼ିଯିବାରୁ ୧ ମୃତ ୬ଗୁରୁତର

ଜଗତପୁର ଅଞ୍ଚଳରେ ଫଳ ଦୋକାନକୁ ଟ୍ରକ ମାଡ଼ିଯିବାରୁ ୧ ମୃତ ୬ଗୁରୁତର #ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳରେ ଭାରସାମ୍ୟ ହରାଇ ଏକ ଟ୍ରକ ୫ଟି ବାଇକ୍ ଓ ୨ଟି କାର୍ ଉପରକୁ ମାଡ଼ିଯିବା ଯୋଗୁଁ ୬ଜଣ ଗୁରୁତର ଆହତ ହୋଇଥିବାବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଫଳ ବ୍ୟବସାୟୀ ହୋଇଥିବାବେଳେ ତାଙ୍କ ନାମ ସୁବାସ ସାହୁ ବୋଲି ଜଣାପଡ଼ିଛି । କଟକ ଜିଲ୍ଲା ଜଗତପୁର ଖଇରା ପୋଲ ନିକଟରେ ଆଜି ସନ୍ଧ୍ୟାରେ ଏହି ମର୍ମନ୍ତୁଦ…

Read More

ଅଜଣା ଗାଡ଼ି ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ

ଅଜଣା ଗାଡ଼ି ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଆଠଗଡ଼(ଏନ୍‌.ଏମ୍‌.): ତିଗିରିଆ ଅଞ୍ଚଳରେ ସଡ଼କ ଦୁର୍ଘଟଣା ଯୋଗୁଁ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହେବା ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁଯାୟୀ ତିଗିରିଆ ଥାନା ଅନ୍ତର୍ଗତ କଳିଙ୍ଗ ମହିଳା କଲେଜର +୨ ଛାତ୍ରୀ ଭିରୁଡା ଗୋଡ଼ିଝରିଆ ଗ୍ରାମର ସଂଧ୍ୟାରାଣୀ ନାୟକ(୧୭) ଆଜି ଅପରାହ୍ନରେ କଲେଜ ସାରି ଘରକୁ ଆସିବା ବାଟରେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ତିଗିରିଆ ଥାନା ନୂଆ ସଡ଼କ ନିକଟରେ…

Read More

୫ଲକ୍ଷ ଟଙ୍କା ମାଗି ୫ଟି ଟାଇମର ବୋମା ଖଞ୍ଜିଥିବା ୬ଜଣ ନକଲି ନକ୍ସଲ ଗିରଫ

୫ଲକ୍ଷ ଟଙ୍କା ମାଗି ୫ଟି ଟାଇମର ବୋମା ଖଞ୍ଜିଥିବା ୬ଜଣ ନକଲି ନକ୍ସଲ ଗିରଫ #ରାୟଗଡ଼ା(ଏନ୍‌.ଏମ୍‌.): ୫ଲକ୍ଷ ଟଙ୍କା ଟଙ୍କା ପାଇଁ ୫ଟି ଟାଇମ ବୋମ ଖଞ୍ଜିଥିବା ନକଲି ନକ୍ସଲଙ୍କୁ ରାୟଗଡ଼ା ପୁଲିସ ଗିରଫ କରିଛି । ସୂଚନା ଅନୁଯାୟୀ ଫୋନରେ ଜଣେ ବ୍ୟବସାୟୀଙ୍କୁ ନକ୍ସଲ ନାଁରେ ୫ଲକ୍ଷ ଟଙ୍କା ମାଗିଲେ ଦୁବୃର୍ତ୍ତ । ଟଙ୍କା ନଦେଲେ ଘର ସହ ତାଙ୍କୁ ଉଡ଼ାଇଦେବାକୁ ଧମକ ମଧ୍ୟ ଦେଇଥିଲେ । ଏତିକିରେ ମନ ବୁଝିଲାନି ଯେ, ପାଇଖାନାରେ ଏବଂ…

Read More

ନେମାଳ ଡକାୟତି ଓ ହତ୍ୟା ମାମଲାର ପର୍ଦାଫାଶ : ସମ୍ପର୍କୀୟ ନାତିକୁ ଗିରଫ କଲା ପୁଲିସ

ନେମାଳ ଡକାୟତି ଓ ହତ୍ୟା ମାମଲାର ପର୍ଦାଫାଶ : ସମ୍ପର୍କୀୟ ନାତିକୁ ଗିରଫ କଲା ପୁଲିସ କଟକ/ସାଲେପୁର (ଏନ୍‌.ଏମ୍‌.): ନେମାଳ ଲେଣ୍ଡୁରା ଭଗବାନପୁର ଡକାୟତି ଓ ହତ୍ୟା ମାମଲାରେ ପୁଲିସ ପର୍ଦ୍ଦାଫାଶ କରିଛି । ଡକାୟତ ନୁହେଁ ନିଜେ ମୃତକଙ୍କ ସମ୍ପର୍କୀୟ ନାତି ଯୋଜନାବଦ୍ଧ ଭାବେ ଭିଆଇଥିଲା ଏହି ଅଭାବନୀୟ କାଣ୍ଡ ବୋଲି ପୁଲିସ ଜାଣିବାକୁ ପାଇଛି । ଏହି ମାମଲାରେ ହୃଷିକେଶଙ୍କ ସମ୍ପର୍କୀୟ ନାତି ଓମ୍ ପ୍ରକାଶ ମୁଦୁଲି(୧୯)ଙ୍କୁ ପୁଲିସ ଗିରଫ କରିଛି । ଓମ୍…

Read More