ପଦ୍ମପୁର ଉପନିର୍ବାଚନ : ବାଜି ମାରିନେଲେ ବର୍ଷା, ୪୨ ହଜାରରୁ ଅଧିକ ଭୋଟରେ ହାରିଲେ ପ୍ରଦୀପ
ପଦ୍ମପୁର ଉପନିର୍ବାଚନ ବାଜି ମାରିନେଲେ ବର୍ଷା: ୪୨ ହଜାରରୁ ଅଧିକ ଭୋଟରେ ହାରିଲେ ପ୍ରଦୀପ ଭୁବନେଶ୍ୱର (ଏନ୍.ଏମ୍.): ବହୁ କଳ୍ପନା ଜଳ୍ପନାର ଅନ୍ତଘଟିଛି । ବହୁ ଚର୍ଚ୍ଚିତ ପଦ୍ମପୁର ଉପନିର୍ବାଚନରେ ବିଜେଡି ନିଜର ଦପଦପାକୁ ଜାହିର କରିଛି । ପଦ୍ମପୁର ଉପ-ନିର୍ବାଚନ ଫଳାଫଳ ପରେବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବାଜି ମାରି ନେଇଛନ୍ତି । ୪୨ ହଜାର ୬୭୯ ଖଣ୍ଡ ଭୋଟରେ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପରାସ୍ତ କରିଛନ୍ତି…
