କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ: ମାଞ୍ଜା ସୁତାରୁ ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ

କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ: ମାଞ୍ଜା ସୁତାରୁ ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ #ଜଗତପୁର (ଏନ୍‌.ଏମ୍‌.): ଜିଲ୍ଲାପ୍ରଶାସନ ପକ୍ଷରୁ ଗୁଡ଼ି ଉଡାଇବା ଉପରେ କଟକଣା ଜାରି କରାଯାଇଥିଲେ ମଧ୍ୟ ଏହା କେବଳ କାଗଜପତ୍ରରେ ବୋଲି ଚର୍ଚ୍ଚା ହେଉଛି । ଆଜି କଟକ କମିଶନରେଟର ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁରରେ ଗୁଡ଼ି ମାଞ୍ଜାସୂତା ଜନିତ ଏକ ଦୁର୍ଘଟଣା ଘଟିଛି । ମାତ୍ର ସୌଭାଗ୍ୟବଶତଃ ବାଇକ ଚାଲକ ଜଣକ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ନିଶ୍ଚିନ୍ତକୋଇଲି ଅଞ୍ଚଳର ରଘୁନାଥ ବେହେରା…

Read More

ଓଟିଏମର ୫୨୧ ଏକର ଜମିକୁ ଦଖଲ କଲା ପ୍ରଶାସନ, ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା : ଜିଲ୍ଲାପାଳ

ଓଟିଏମର ୫୨୧ ଏକର ଜମିକୁ ଦଖଲ କଲା ପ୍ରଶାସନ, ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା : ଜିଲ୍ଲାପାଳ #କଟକ(ଏନ୍‌.ଏମ୍‌.): ଚୌଦ୍ୱାର ଅଞ୍ଚଳର ବହୁ ଚର୍ଚ୍ଚିତ ଓଡ଼ିଶା ଟେକ୍ସଟାଇଲ ମିଲ ପ୍ରାଇଭେଟ ଲିମିଟେଡ଼(ଓଟିଏମ) ମାମଲା ଏବେ ଶେଷ ପର୍ଯ୍ୟାୟରେ ପହଞ୍ôଚଛି । ତେବେ ଏହାକୁ ନେଇ ହାଇକୋର୍ଟ ୫ତାରିଖ ଅପରାହ୍ନ ୪ଟା ସୁଦ୍ଧା ଓଟିଏମ ଜମିକୁ ରାଜ୍ୟସରକାର ହାତକୁ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଙ୍ଗୀ-ଚୌଦ୍ୱାର ତହସିଲଦାର ଓଟିଏମ ଜମିର…

Read More

ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଶୀତବସ୍ତ୍ର ବିତରଣ

ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଶୀତବସ୍ତ୍ର ବିତରଣ କଟକ(ଏନ୍‌.ଏମ୍‌.): ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ସିଏମସି ୨୨ନମ୍ବର ୱାର୍ଡ଼ରେ ଗରିବ, ନିରାଶ୍ରୟ ତଥା ସଫେଇ କର୍ମଚାରୀମାନଙ୍କୁ ଶୀତବସ୍ତ୍ର ବିତରଣ କରାଯାଇଛି । ଆଜି ସିଏମସି ସ୍ଥାନୀୟ ତିନିକୋଣିଆ ବାଗିଚାସ୍ତିତ ଶ୍ରୀ ଶ୍ରୀ ଷୋଳପୁଅ ମା’ ଠାକୁରାଣୀ ମନ୍ଦିର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦ରୁ ଉର୍ଦ୍ଧ୍ୱ ମହିଳା, ଶିଶୁ ଏବଂ ନିଗମର ସଫେଇ କର୍ମଚାରୀମାନଙ୍କୁ କମ୍ବଳ ପ୍ରଦାନ କରାଯାଇଥିଲା ।…

Read More

କୋଣାର୍କ ସାହିତ୍ୟ ଆସର ଓ ଚିତ୍ରକଳା ପ୍ରଦର୍ଶନୀ : ୧୦ ସାରସ୍ୱତ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା

କୋଣାର୍କ ସାହିତ୍ୟ ଆସର ଓ ଚିତ୍ରକଳା ପ୍ରଦର୍ଶନୀ : ୧୦ ସାରସ୍ୱତ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା #କୋଣାର୍କ(ଏନ୍‌.ଏମ୍‌.): ଗୀତି କବିତା ଓଡ଼ିଆ ସାହିତ୍ୟର ପ୍ରାରମ୍ଭରୁ ଅଛି ଏବଂ ଆଗକୁ ରହିଥିବା ମଧ୍ୟ, ଗୀତି କବିତା ସ୍ୱର-ତାଳ-ଲୟଯୁକ୍ତ ସାଂଗୀତିକତା ନୁହେଁ, ଏହା ଜନଜୀବନର ଅନ୍ତଃସ୍ୱର । ଓଡ଼ିଆ ସାହିତ୍ୟର ଅଭିନ୍ନ ଅଙ୍ଗରୂପେ ବିଦିତ ଗୀତି କବିତାର ବର୍ତ୍ତମାନ ଓ ଭବିଷ୍ୟତ ଉଜ୍ଜ୍ୱଳ ଏବଂ ଏହା ଓଡ଼ିଆ ସାହିତ୍ୟର ପ୍ରାଣସ୍ପନ୍ଦନ ବୋଲି ସଂପ୍ରତି ଓଡିଆ ସାହିତ୍ୟରେ ଗୀତି କବିତାର ସ୍ଥିତି’ ଶୀର୍ଷକ…

Read More

ବ୍ରହ୍ମପୁର ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତସଂଘ ୫ଦଫା ଦାବି ନେଇ ବିକ୍ଷୋଭ

ବ୍ରହ୍ମପୁର ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତସଂଘ ୫ଦଫା ଦାବି ନେଇ ବିକ୍ଷୋଭ #ଆଠଗଡ (ଏନ୍‌.ଏମ୍‌.): କଟକ ଜିଲ୍ଲା ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବହୁମୁଖୀ ମହିଳା/ପୁରୁଷ ସ୍ୱାସ୍ଥକର୍ମୀ ଓ ପରିଦର୍ଶକ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ବିଭାଗୀୟ ଅଣଦେଖାକୁ ପ୍ରତିବାଦ କରାଯାଇ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ତେବେ ସେମାନଙ୍କ ଦାବି ପୂରଣ ନହେଲେ ସଂଘ ପକ୍ଷରୁ ଆସନ୍ତା ଡିସେମ୍ବର ୧୪ତାରିଖ ଠାରୁ…

Read More