ଚିତ୍ରଶିଳ୍ପୀ ଅଜିତ୍ କେଶରୀ ରାୟଙ୍କ ୧ଶହ ତମ ଜୟନ୍ତୀ
ଚିତ୍ରଶିଳ୍ପୀ ଅଜିତ୍ କେଶରୀ ରାୟଙ୍କ ୧ଶହ ତମ ଜୟନ୍ତୀ #କଟକ(ଏନ୍.ଏମ୍.): ବିଶିଷ୍ଟ ଚିତ୍ରଶିଳ୍ପୀ ଧର୍ମପଦ ପୁରସ୍କାରପ୍ରାପ୍ତ ଅଜିତ୍ କେଶରୀ ରାୟଙ୍କ ୧ଶତ ତମ ଜୟନ୍ତୀ ପାଳିତ ହୋଇଯାଇଛି । ସେ ଲଣ୍ଡନ ସ୍କୁଲ ଅଫ୍ ଆର୍ଟରୁ ଶିଷାପ୍ରାପ୍ତ ପରେ ଓଡ଼ିଶାରେ ଆଧୁନିକ ଚିତ୍ରକଳାକୁ ପରିବ୍ୟାପ୍ତ କରି ନୂତନ ଦିଗ୍ଦର୍ଶନ ଦେଇ ଯାଇଛନ୍ତି । ଯେତେବେଳେ ସମଗ୍ର ଭାରତବର୍ଷରେ ପାରମ୍ପରିକ ଚିତ୍ରକୁ ନେଇ ଚିତ୍ରଶିଳ୍ପୀମାନେ ସ୍ୱପ୍ନ ଦେଖୁଥିଲେ ସେହି ସମୟରେ ଅଜିତ କେଶରୀ ରାୟ ଓଡ଼ିଶାରେ କର୍ମମୟ ଜୀବନ…
