Month: December 2022

ଚମକିବ ଐତିହାସିକ ଗଡ଼ଖାଇ: ଘନଘନ ଚାଲିଛି ସମୀକ୍ଷା

ଚମକିବ ଐତିହାସିକ ଗଡ଼ଖାଇ: ଘନଘନ ଚାଲିଛି ସମୀକ୍ଷା #କଟକ(ଏନ୍‌.ଏମ୍‌.): ଦୀର୍ଘବର୍ଷ ପରେ ଐତିହାସିକ ଗଡ଼ଖାଇ ପୁଣି ଚମକିବ । କଲିକତି ଦଳ ସହିତ ବିଭିନ୍ନ ଅନାବନା ଗଛରେ ପରିପୂର୍ଣ୍ଣ ହୋଇଥିବା ଗଡଖାଇକୁ ଏବେ ସଫେଇ କରା ଯାଉଛି । କଟକରେ ଆସନ୍ତା…

ନିମପୁର ହାଇସ୍କୁଲ ୧୯୮୪ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

ନିମପୁର ହାଇସ୍କୁଲ ୧୯୮୪ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ #ଜଗତପୁର(ଏନ୍‌.ଏମ୍‌.): ନିମପୁର ହାଇସ୍କୁଲ ୧୯୮୪ବ୍ୟାଚ ଛାତ୍ର ଛାତ୍ରୀଙ୍କର ବନ୍ଧୁମିଳନ ସଭାପତି ଅଲେଖ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜଗତପୁର ଡାକବଙ୍ଗଳରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଦିବଙ୍ଗତ ଛାତ୍ର ବିଭୁତି…

ଅବ୍ୟବସ୍ଥାରେ ଶ୍ମଶାନ ଗୃହ ନେଇ କୁହୁଳୁଛି ଅସନ୍ତୋଷ

ଅବ୍ୟବସ୍ଥାରେ ଶ୍ମଶାନ ଗୃହ ନେଇ କୁହୁଳୁଛି ଅସନ୍ତୋଷ #ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ଅନ୍ତର୍ଗତ କୟଳପଡା ପଞ୍ଚାୟତରେ କୟଳପଡ଼ା ଗ୍ରାମରେ ରହିଥିବା ଶ୍ମଶାନ ଗୃହଟି ଏବେ ସମ୍ପୂର୍ଣ୍ଣ ଅବ୍ୟବସ୍ଥାରେ ରହିଥିବାନେଇ ଅସନ୍ତୋଷ କୁହୁଳିବାରେ ଲାଗିଛି । ଏହି ଅଞ୍ଚଳରେ ପ୍ରାୟ ଦୁଇ ହଜାରରୁ ଅଧିକ…

ଆଇପିଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟସରକାର, ୩ଜଣଙ୍କୁ ଡିଆଇଜି ଭାବେ ପଦୋନ୍ନତି

ଆଇପିଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟସରକାର, ୩ଜଣଙ୍କୁ ଡିଆଇଜି ଭାବେ ପଦୋନ୍ନତି #ଭୁବନେଶ୍ୱର (ଏନ୍‍.ଏମ୍‍.): ରାଜ୍ୟରେ ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ରାଜ୍ୟସରକାରଙ୍କ ପକ୍ଷରୁ ୨୦୦୯ ବ୍ୟାଚର ୩ ଜଣ ଆଇପିଏସ୍‌ଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି…

ପୂର୍ବତନ କର୍ପୋରେଟରଙ୍କ ମାତୃବିୟୋଗ

ପୂର୍ବତନ କର୍ପୋରେଟରଙ୍କ ମାତୃବିୟୋଗ #କଟକ(ଏନ୍‍.ଏମ୍‍.): କଟକ ମହାନଗର ନିଗମ ପୂର୍ବତନ କର୍ପୋରେଟର ତଥା ଲୋକସଭା ସାଂସଦଙ୍କ ସିଏମସି ପ୍ରତିନିଧି ଚିରଞ୍ଜୟ ସାହୁ(କୁନୁ)ଙ୍କ ମାତା ନିଶାମଣୀ ସାହୁଙ୍କର ୮୭ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ଧରି ବାର୍ଦ୍ଧକ୍ୟଜନୀତ…

ମୃତ୍ୟୁଞ୍ଜୟ ଶତପଥିକୁ ସହାୟତାର ହାତ ବଢ଼ାଇଲେ ମନ୍ତ୍ରୀ ରଣେନ୍ଦ୍ରଙ୍କ ପୁଅ ଆଦିତ୍ୟ

ମୃତ୍ୟୁଞ୍ଜୟ ଶତପଥିକୁ ସହାୟତାର ହାତ ବଢ଼ାଇଲେ ମନ୍ତ୍ରୀ ରଣେନ୍ଦ୍ରଙ୍କ ପୁଅ ଆଦିତ୍ୟ #ଆଠଗଡ଼(ଏନ୍‍.ଏମ୍‍.): ଜଣେ ଗରିବ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପୁତ୍ରର ଚିକିତ୍ସା ନିମନ୍ତେ ସହାୟତାର ହାତ ବଢ଼ାଇଛନ୍ତି ସ୍ଥାନୀୟ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତ୍ର ଆଦିତ୍ୟ…

ଧବଳେଶ୍ୱର ପୀଠ ସମସ୍ୟାର ତ୍ୱରିତ ସାମାଧାନ ପାଇଁ ହିନ୍ଦୁସେନାର ୪ଦଫା ଦାବିରେ ଅଭିନବ ପ୍ରତିବାଦ

ଧବଳେଶ୍ୱର ପୀଠ ସମସ୍ୟାର ତ୍ୱରିତ ସାମାଧାନ ପାଇଁ ହିନ୍ଦୁସେନାର ୪ଦଫା ଦାବିରେ ଅଭିନବ ପ୍ରତିବାଦ #ଆଠଗଡ଼/କଟକ(ଏନ୍‍.ଏମ୍‍.): ସମ୍ପ୍ରତି ସରକାର ବିକାଶର ଡିଣ୍ଡିମ ପିଟୁଥିବାବେଳେ ଦାୟିତ୍ୱହୀନତା ସ୍ପଷ୍ଟ ବାରି ହୋଇ ପଡ଼ୁଛି । କେବଳ କାଗଜ କଲମରେ ରାଜ୍ୟ ସରକାର ବିକାଶର ନୀଳଛବି…

ଆରପାରିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’

ଆରପାରିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ଅହମଦାବାଦ(ଏଜେନ୍ସି): ମାଆ, ଆମର ପ୍ରାଣ । ଆମ ଆଖିର ଜ୍ୟୋତି । ଓଠର ହସ । ଖୁସିର ଖୋରାକ । ମାଆ- ଆମ ପୂଜା, ଆମ ପ୍ରାର୍ଥନା, ଆମ ଘରମନ୍ଦିରରେ ଦିଅଁଟିଏ । ସେ…

ଭାରତ ନିର୍ବାଚନ ଆୟୋଗଙ୍କ ନୂଆ ଯୋଜନା: ଘରୋଇ ପ୍ରବାସୀ ଭୋଟରମାନେ ନିଜ ସ୍ଥାନରେ ଦେବେ ଭୋଟ

ଭାରତ ନିର୍ବାଚନ ଆୟୋଗଙ୍କ ନୂଆ ଯୋଜନା: ଘରୋଇ ପ୍ରବାସୀ ଭୋଟରମାନେ ନିଜ ସ୍ଥାନରେ ଦେବେ ଭୋଟ #ଭୁବନେଶ୍ୱର(ଏନ୍‌.ଏମ୍‌.): ନିର୍ବାଚନ ସମୟର ଘରୋଇ ପ୍ରବାସୀ ଭୋଟରମାନଙ୍କ ମତଦାନ ନିମନ୍ତେ ଭାରତ ନିର୍ବାଚନ ଆୟୋଗ ଏକ ସୁବ୍ୟବସ୍ଥିତ ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି ।…

ଗୁଡ଼ି ଉଡ଼ା ଉପରେ କଟକଣା ଲଗାଇବାକୁ ଡିସିପିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଗୁଡ଼ି ଉଡ଼ା ଉପରେ କଟକଣା ଲଗାଇବାକୁ ଡିସିପିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଜଗତପୁର(ଏନ୍‌.ଏମ୍‌.): କଟକ ସହରରେ ଗୁଡିଉଡା ଲାଇଲନ ମାଞ୍ଜା ସୂତା ବିକ୍ରିକୁ ରୋକ ଲଗାଇବାକୁ “କଟକ-ଚୌଦ୍ୱାର ବିକାଶ ପରିଷଦ’ପକ୍ଷରୁ ସଭାପତି ମାନସ ପରିଡାଙ୍କ ନେତୃତ୍ୱରେ ଡିସିପିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ…

ପ୍ରଶାସନର ଧବଳେଶ୍ୱର ମନ୍ଦିର ବନ୍ଦକୁ ବିରୋଧ: ରାଜପଥ ଅବରୋଧ କରିବ ପୂଜକ ସମିତି

ପ୍ରଶାସନର ଧବଳେଶ୍ୱର ମନ୍ଦିର ବନ୍ଦକୁ ବିରୋଧ: ରାଜପଥ ଅବରୋଧ କରିବ ପୂଜକ ସମିତି #ଆଠଗଡ଼(ଏନ୍‌.ଏମ୍‌.): ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ କଟକ ଜିଲ୍ଲା ଆଠଗଡ଼ର ବାବା ଧବଳେଶ୍ୱରଙ୍କ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଜାରି କରାଯାଇଛି । ଦୀର୍ଘ ଦୁଇ…