କେନ୍ଦ୍ରାପଡ଼ା କାର୍ତ୍ତିକେଶ୍ୱର ଭସାଣିରେ ବାଣ ଫୁଟି ୩୦ ଆହତ, ସଙ୍କଟରେ ୪ ଜଣ
କେନ୍ଦ୍ରାପଡ଼ା କାର୍ତ୍ତିକେଶ୍ୱର ଭସାଣିରେ ବାଣ ଫୁଟି ୩୦ ଆହତ, ସଙ୍କଟରେ ୪ ଜଣ କେନ୍ଦ୍ରାପଡ଼ା (ଏନ୍.ଏମ୍.): କାର୍ତ୍ତିକେଶ୍ୱର ଭସାଣି ଉତ୍ସବ ପାଇଁ କେତେ ସଜବାଜ, ଘରେ ଘରେ କୁଣିଆ ଆଉ ବିଭିନ୍ନ ପ୍ରକାର ଖାଦ୍ୟର ପ୍ରସ୍ତୁତି । ବଡ଼ ଆଡ଼ମ୍ବର ପୂର୍ଣ୍ଣ ଭାବେ ହସଖୁସିରେ ଏହି ଉତ୍ସବକୁ ପାଳନ କରିବାକୁ ଅଞ୍ଚଳବାସୀ ଆଗେଇ ଆସିଥିବାବେଳେ କିଏ ବା ଜାଣିଥିଲା କାର୍ତ୍ତିକେଶ୍ୱର ଭସାଣି ଘରେ ଘରେ ଲୁହ ଆଣିଦେବ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ସଦର…
