ରାଜ୍ୟର ୩ ସିଟିରେ ଆରମ୍ଭ ହେବାକୁ ଯାଉଛି ଏଚ୍ଏକ୍ସପୋର୍ଟ: ଗୋଟିଏ କ୍ଳିକରେ ପାଇବେ ସମସ୍ତ ସୁବିଧା
ରାଜ୍ୟର ୩ ସିଟିରେ ଆରମ୍ଭ ହେବାକୁ ଯାଉଛି ଏଚ୍ଏକ୍ସପୋର୍ଟ: ଗୋଟିଏ କ୍ଳିକରେ ପାଇବେ ସମସ୍ତ ସୁବିଧା ଭୁବନେଶ୍ୱର(ଏନ୍.ଏମ୍.): ଓଡିଶା ସରକାର ଷ୍ଟାର୍ଟଅପ କମ୍ପାନୀକୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଦେଇଆସୁଛନ୍ତି । ଯାହା ଫଳରେ ଓଡିଶାରେ ଷ୍ଟାର୍ଟଅପ କମ୍ପାନୀ ଚାହିଦା ବଢିବାରେ ଲାଗିଛି । ଏଥି ସହ ଏହା ଲୋକଙ୍କ ଦୌନଦିନ ଜୀବନରେ ଏକ ଅଙ୍ଗ ପାଳଟିବାକୁ ବସିଲାଣି । ତା’ସହ ଷ୍ଟାର୍ଟ ଅପ କମ୍ପାନୀ ଦ୍ୱାରା ଯୁବପିଢିକୁ ଚାକିରୀ କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରୁଛନ୍ତି ।…
