ସାଲେପୁର ଅଞ୍ଚଳରେ ଟର୍କୀ ପ୍ରଜାତିର କୁକୁଡା ପାଳନ କରି ଯୁଗ ବର୍ଗଙ୍କ ପାଇଁ ପ୍ରେରଣା ପାଲଟିଲେ ସୁଧାଂଶୁ

ସାଲେପୁର ଅଞ୍ଚଳରେ ଟର୍କୀ ପ୍ରଜାତିର କୁକୁଡା ପାଳନ କରି ଯୁଗ ବର୍ଗଙ୍କ ପାଇଁ ପ୍ରେରଣା ପାଲଟିଲେ ସୁଧାଂଶୁ #ସାଲେପୁର(ଏନ୍‌.ଏମ୍‌.): କିଛି କରି ଦେଖାଇବା ତଥା ଆତ୍ମନିର୍ଭରଶୀଳ ହୋଇ ଅନ୍ୟପାଇଁ ପ୍ରେରଣା ସାଜିବାକୁ ଉଦ୍ୟମ କରିଛନ୍ତି ସାଲେପୁର ବ୍ଲକ ଅନ୍ତର୍ଗତ ବାରଗୋଡ଼ିଆ ଗ୍ରାମର ସୁଧାଂଶୁ ଶେଖର ଭୂୟାଁ । ସମ୍ପ୍ରତି ସମାଜରେ କର୍ମନିଯୁକ୍ତିର ଯେଉଁ ସମସ୍ୟା ଦେଖା ଦେଉଛି ସେଥିରେ ଛନ୍ଦି ହୋଇ ଜର୍ଜରିତ ହେବା ଅପେକ୍ଷା ନିଜେ କିଛି କରି ଦେଖାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି…

Read More

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀମୟୀ ମିଶ୍ର

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀମୟୀ ମିଶ୍ର #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷ ଭାବେ ଶ୍ରୀମୟୀ ମିଶ୍ର ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ଶ୍ରୀୟାଛକ ନିକଟସ୍ଥ ବୋର୍ଡ କାର୍ଯ୍ୟାଳୟରେ ରାଜ୍ୟ ଶ୍ରମ ଆୟୁକ୍ତ ତଥା ବୋର୍ଡ ସଦସ୍ୟ ସଚିବ ଡକ୍ଟର ଏନ୍‌. ଥିରୁମାଳା…

Read More

ଓଡ଼ିଶାରୁ ଟଳିଲା ସିତ୍ରାଙ୍ଗ ଭୟ, ମୁହାଇଁବ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ !

ଓଡ଼ିଶାରୁ ଟଳିଲା ସିତ୍ରାଙ୍ଗ ଭୟ, ମୁହାଇଁବ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ! #ଭୁବନେଶ୍ୱର(ଏନ୍‌.ଏମ୍‌.): ଅକ୍ଟୋବରରେ ବାତ୍ୟାକୁ ନେଇ ଓଡ଼ିଶାବାସୀ ଭୟଭୀତ ହୋଇପଡ଼ିଥିବା ଏବେ ଆଶ୍ୱସ୍ତିମୂଳକ ଖବର ମିଳିଛି । ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ବାତ୍ୟା ସୃଷ୍ଟି ହେବା ସ୍ପଷ୍ଟ ହୋଇଛି । ଥାଇଲ୍ୟାଣ୍ଡର ନାମକରଣ ଅନୁଯାୟୀ ଏହି ବାତ୍ୟାର ନାମ ସିତ୍ରାଙ୍ଗ ରହିଛି । ହେଲେ ଏହା ଓଡ଼ିଶା ଉପରେ ସେଭଳି କିଛି ପ୍ରଭାବ ପକାଇବ…

Read More

କଟକରେ କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟ ତୁରନ୍ତ ଶେଷ କରିବା ଦାବିରେ ଆରଡିସିଙ୍କୁ ସ୍ମାରକପତ୍ର

କଟକରେ କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟ ତୁରନ୍ତ ଶେଷ କରିବା ଦାବିରେ ଆରଡିସିଙ୍କୁ ସ୍ମାରକପତ୍ର କଟକ(ଏନ୍‍.ଏମ୍‍.): କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରିବା ଦାବିରେ କଟକ ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସ୍ଥାନୀୟ ନୂଆପାଟଣା ଠାରେ ୨୦୧୦ ମସିହାରୁ ନିର୍ମାଣ ଚାଲିଥିବା କେନ୍ଦ୍ରୀୟ ବିଦ୍ୟାଳୟ-୨ର କାର୍ଯ୍ୟ ମନ୍ଥର ଏବଂ ଅନ୍ୟତ୍ର ଉଠିଯିବା ପାଇଁ ଷଡଯନ୍ତ୍ର ହେଉଥିବା ଆଶଙ୍କାରେ ପରିଷଦ ପକ୍ଷରୁ ପ୍ରତିବାଦ କରାଯାଇ ଏହାକୁ ତ୍ୱରିତ ନିର୍ମାଣ…

Read More

ଜଗତପୁର ଥାନାର ଚଢ଼ାଉ: ବିପୁଳ ପରିମାଣର ବେଆଇନ ବାଣ ଜବତ

ଜଗତପୁର ଥାନାର ଚଢ଼ାଉ: ବିପୁଳ ପରିମାଣର ବେଆଇନ ବାଣ ଜବତ ଜଗତପୁର (ଏନ୍‍.ଏମ୍‍.): ପବିତ୍ର ଦିପାବଳୀକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଏବେ ପ୍ରସ୍ତୁତି ଜୋରଦାର ଚାଲିଛି । କେଉଁଠି ଦୀପ ପ୍ରସ୍ତୁତି ଚାଲିଛି ତ ଆଉ କେଉଁଠି ବାଣ । ତେବେ ବାଣ ବିକ୍ରି ଉପରେ କଟକଣା ରହିଥିବାବେଳେ କେବଳ ପୁଲିସ ପ୍ରଶାସନର ଅନୁମତି ନେଇ ବାଣ ଦୋକାନ ଖୋଲୁଛି । କିନ୍ତୁ ବିଭିନ୍ନ ସ୍ଥାନରେ ବେଆଇନ ବାଣ ତିଆରି ଚାଲୁଥିବା ଜଣାପଡ଼ିବା ପରେ କମିଶନରେଟ…

Read More

ସିଏମସି ପକ୍ଷରୁ ଫାଇପ-ଟି ଉଚ୍ଚବିଦ୍ୟାଳୟ ରୂପାନ୍ତରଣ ନେଇ ବୈଠକ

ସିଏମସି ପକ୍ଷରୁ ଫାଇପ-ଟି ଉଚ୍ଚବିଦ୍ୟାଳୟ ରୂପାନ୍ତରଣ ନେଇ ବୈଠକ କଟକ(ଏନ୍‌.ଏମ୍‌.): ଫାଇପ-ଟି ଉଚ୍ଚବିଦ୍ୟାଳୟ ରୂପାନ୍ତରଣ ଯୋଜନାରେ କଟକ ସହରରେ ଆହୁରି୨୦ଟି ହାଇସ୍କୁଲର ରୂପାନ୍ତରଣ କରାଯିବା ନିମନ୍ତେ ନିଷ୍ପତି ନିଆଯାଇଛି । ପ୍ରତେକ ବିଦ୍ୟାଳୟ ପାଇଁ ୪୫ଲକ୍ଷ ଟଙ୍କା ହିସାବରେ ମୋଟ ୯କୋଟି ଟଙ୍କା ବ୍ୟୟ କରାଯିବ । ସୂଚନା ଯୋଗ୍ୟ ଯେ, ଏହି ଯୋଜନାରେ ପୂର୍ବରୁ ଦୁଇଟି ପର୍ଯ୍ୟାରେ ମୋଟ୨୨ଟି ସ୍କୁଲ ରୂପାନ୍ତରଣ କରାଯାଇଛି । ଆଜି ସିଏମସି ସମ୍ମିଳନୀ କକ୍ଷରେ ଫାଇପ-ଟି ଉଚ୍ଚବିଦ୍ୟାଳୟ ରୂପାନ୍ତରଣ ଯୋଜନାକୁ…

Read More

ଖୁଣ୍ଟୁଣୀ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଏସ୍‌ପିିଙ୍କୁ ସ୍ମାରକପତ୍ର

ଖୁଣ୍ଟୁଣୀ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଏସ୍‌ପିିଙ୍କୁ ସ୍ମାରକପତ୍ର କଟକ(ଏନ୍‌.ଏମ୍‌.): ରାଜନୈତିକ ଶତୃତାକୁ ନେଇ ଶାସକ ଦଳର ଚାପରେ ଖୁଟୁଂଣୀ ଥାନା ଅଧିକାରୀ କାର୍ଯ୍ୟକରିବା ଏବଂ ବିନା ଦୋଷରେ ଗ୍ରାମବାସୀଙ୍କ ନାମରେ ମିଥ୍ୟା ମୋକଦମା ଦାୟର କରିବା ଆଦି ଅଭିଯୋଗକୁ ନେଇ ଅବସରପ୍ରାପ୍ତ ସେନା ଅଧିକାରୀ ଅଭୟ ବାରିକଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ କଟକ ଗ୍ରାମଞ୍ଚଳ ଏସ୍‌ପିଙ୍କୁ ଏକ ଲିଖିôତି ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ଆଠଗଡ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ…

Read More

କରୋନା କାଳରେ ଆମ୍ବୁଲାନ୍ସ ନାଁରେ ଅର୍ଥ ଲୁଟ୍ ଅଭିଯୋଗ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କରୋନା କାଳରେ ଆମ୍ବୁଲାନ୍ସ ନାଁରେ ଅର୍ଥ ଲୁଟ୍ ଅଭିଯୋଗ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଟକ(ଏନ୍‌.ଏମ୍‌.): ଭୟାବହ କରୋନା ମହାମାରୀ ସମୟରେ ଆମ୍ବୁଲାନ୍ସ ନାମରେ କୋଟି କୋଟି ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଲକ୍ଷ ଲକ୍ଷ ଜନସାଧାରଣ କୋଭିଡ୍ ପଞ୍ଝାରେ ପଡି ଜୀବନ ହରାଇଥିବା ବେଳେ କିଛି ଲୋକ ଏହାର ସୁଯୋଗ ଦେଇ ରାଜ୍ୟ ସରକାରଙ୍କ ଅର୍ଥକୁ ବାଟମାରଣା କରିଥିବା ସଚେତନ ନାଗରିକ ମହାସଭା ଅଭିଯୋଗ ଆଣିଛି । କଟକ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ…

Read More

ଦୈବଜ୍ଞ ବ୍ରାହ୍ମଣ ସଂଘର ସାଂଗଠନିକ ବୈଠକ

ଦୈବଜ୍ଞ ବ୍ରାହ୍ମଣ ସଂଘର ସାଂଗଠନିକ ବୈଠକ କଟକ(ଏନ୍‌.ଏମ୍‌.): ଦୈବଜ୍ଞ ବ୍ରାହ୍ମଣ ସଂଘର ସାଂଗଠନିକ ବୈଠକ ସ୍ଥାନୀୟ ଖାନନଗର ସ୍ଥିତ ଆଖଣ୍ଡଳମଣି ମନ୍ଦିରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ କଟକ ଜିଲ୍ଲାର ସମସ୍ତ ସଦସ୍ୟ କର୍ମକର୍ତ୍ତାମାନେ ଯୋଗଦେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ବିଶେଷ କରି ଆଗାମୀ ଦିନରେ ସ୍ୱଜାତୀୟ ପରିବାରର ସାମଗ୍ରୀକ ବିକାଶ ନିମନ୍ତେ ସମସ୍ତେ ଏକଜୁଟ ହେବା ପାଇଁ ଆହ୍ୱାନ ଦିଆଯାଇଥିଲା । ଏଥି ସହିତ ପ୍ରତି ବ୍ଲକସ୍ତରୀୟ…

Read More

ଖଣ୍ଡପଡା ବ୍ଳକ ପରିକ୍ରମା କଲା କୃଷି ରଥ

ଖଣ୍ଡପଡା ବ୍ଳକ ପରିକ୍ରମା କଲା କୃଷି ରଥ ଖଣ୍ଡପଡା(ଏନ୍‌.ଏମ୍‌.): ରାଜ୍ୟ ସରକାର କୃଷକ ମାନଙ୍କ ହିତ ନିମନ୍ତେ କଲ୍ୟାଣକାରୀ ଯୋଜନାମାନ ପ୍ରଣୟନ କରିଛନ୍ତି । ସମସ୍ତ ସରକାରୀ ଯୋଜନା ସଂପର୍କରେ କୃଷକମାନଙ୍କୁ ସଚେତନ କରିବାର ଲକ୍ଷ୍ୟ ନେଇ ସୋମବାର ଠାରୁ ଖଣ୍ଡପଡା ବ୍ଳକ ପରିକ୍ରମା ଆରମ୍ଭ କରିଛି କୃଷି ରଥ । ଖଣ୍ଡପଡା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପରିସରରେ କୃଷି ରଥକୁ ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ନୟାଗଡ ଜିଲ୍ଲା ପରିଷଦ…

Read More

ବୋର୍ଡ଼ ପକ୍ଷରୁ ଶିକ୍ଷାରେ ସଂସ୍କରଣ: ୪ଟି ନୂଆ ବିଷୟରେ ପଢ଼ିବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ

ବୋର୍ଡ଼ ପକ୍ଷରୁ ଶିକ୍ଷାରେ ସଂସ୍କରଣ: ୪ଟି ନୂଆ ବିଷୟରେ ପଢ଼ିବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ #କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ନୂଆ ବିଷୟ ପଢ଼ିବାର ସୁଯୋଗ ପାଇବେ । ଏହି ନୂଆ ବିଷୟ ହେଉଛି ‘ଆସ୍ପିରେସନାଲ୍ କମ୍ପୋନେଣ୍ଟ’ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଚଳିତବର୍ଷ ନବମ ଶ୍ରେଣୀରୁ ଆରମ୍ଭ ହେବ ଏହି ନୂଆ ବିଷୟ । ଆସନ୍ତା ବର୍ଷଠାରୁ ଉଭୟ ନବମ…

Read More

ବାଗ୍‌ଚି-କରୁଣାଶ୍ରୟ ପାଲିଏଟିଭ କେୟାର ସେଣ୍ଟରର ଏକ ବର୍ଷପୂର୍ତ୍ତି

ବାଗ୍‌ଚି-କରୁଣାଶ୍ରୟ ପାଲିଏଟିଭ କେୟାର ସେଣ୍ଟରର ଏକ ବର୍ଷପୂର୍ତ୍ତି ୧୩୮୦ କର୍କଟ ରୋଗୀଙ୍କୁ ମିଳିଛି ଘରେ ମାଗଣା ଉପଶମ ସେବା #ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱରସ୍ଥିତ ବାଗ୍ଚୀ-କରୁଣାଶ୍ରୟ ପାଲିଏଟିଭ କେୟାର ସେଣ୍ଟରର ଏକ ବର୍ଷପୂର୍ତ୍ତିହୋଇଛି । କର୍କଟ ରୋଗୀଙ୍କୁ ଘରୋଇ ସେବାଯତ୍ନ ଯୋଗାଇବାରେ ଏହି ଭଳି ଅନୁଷ୍ଠାନ ରାଜ୍ୟରେ ପ୍ରଥମ । ରାଜ୍ୟସରକାରଙ୍କ ସହଯୋଗ ଏବଂ ସୁସ୍ମିତାବାଗ୍ଚୀ ଓ ସୁବ୍ରତବାଗ୍ଚୀଙ୍କ ପ୍ରଚେଷ୍ଟାରେ ଭୁବନେଶ୍ୱରରେ ଏହି କେନ୍ଦ୍ର ପ୍ରତିଷ୍ଠା ହୋଇ ପାରିଛି । ଓଡିଶାରେ କର୍କଟ ରୋଗ ସମ୍ପର୍କିତ ଅଧିକ ଗୁଣାତ୍ମକ ସହାୟତା…

Read More