ଗୋଲ୍ଡ ଲୋନ ସଂସ୍ଥାରୁ ଚୋରି କରି ଯୁବକ ଗିରଫ

ଗୋଲ୍ଡ ଲୋନ ସଂସ୍ଥାରୁ ଚୋରି କରି ଯୁବକ ଗିରଫ ଜଗତପୁର (ଏନ୍‌.ଏମ୍‌.): ଜଗତପୁର ସ୍ଥିତ ଇଣ୍ଡେଲ ମନି ଲିମିଟେଡ ସଂସ୍ଥାରୁ ଚୋରିକରିବା ଅଭିଯୋଗରେ ଆଜି ଜଗତପୁର ପୁଲିସ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁରର ସେକ୍ ମୁସ୍ତାକ(୩୫) ବୋଲି ଜଣାପଡ଼ିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜଗତପୁର ସ୍ଥିତ ଇଣ୍ଡେଲ ମନି ଲିମିଟେଡର ବ୍ରାଞ୍ଚ ମ୍ୟାନେଜର ବିଭୁପ୍ରସାଦ ନିଶାଙ୍କ ଗତ ଅକ୍ଟୋବର ୨୯ତାରିଖରେ ତାଙ୍କ ବ୍ରାଞ୍ଚରୁ…

Read More

ଆଠଗଡ଼ ଧବଳେଶ୍ୱର ପୀଠରେ ଜାରି ହେଲା ୧୪୪ ଧାରା

ଆଠଗଡ଼ ଧବଳେଶ୍ୱର ପୀଠରେ ଜାରି ହେଲା ୧୪୪ ଧାରା #ଆଠଗଡ଼ (ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ବ୍ଲକ ପ୍ରସିଦ୍ଧ ଶୈବପୀଠ ବାବ ଧବଳେଶ୍ୱରଙ୍କ ମନ୍ଦିର ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଛି । ଝୁଲାପୋଲର ମରାମତି ପାଇଁ ପୀଠଙ୍କୁ ଶ୍ରଦ୍ଧାଳୁଙ୍କ ସାମଗମକୁ ବାରଣ କରାଯାଇଛି । ତେଣୁ ୧୪୪ଜାରି କରାଯାଇଥିବା ଆଠଗଡ଼ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଡଙ୍ଗାରେ ଶ୍ରଦ୍ଧାଳୁଙ୍କୁ ପାରି କରାଇବା ସମ୍ଭବ ନଥିବାରୁ ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ତେବେ…

Read More

ଗୁଜୁରାଟ ମୁର୍ବି ସହର ଦୁର୍ଘଟଣା ପରେ ଚେତିଲା ପ୍ରଶାସନ: ବିପଦ ଜନକ ଅବସ୍ଥାରେ ଧବଳେଶ୍ୱର ଝୁଲାପୋଲ

ଗୁଜୁରାଟ ମୁର୍ବି ସହର ଦୁର୍ଘଟଣା ପରେ ଚେତିଲା ପ୍ରଶାସନ: ବିପଦ ଜନକ ଅବସ୍ଥାରେ ଧବଳେଶ୍ୱର ଝୁଲାପୋଲ ଆଠଗଡ଼/କଟକ (ଏନ୍‌.ଏମ୍‌.): ଗୁଜୁରାଟର ମୋର୍ବି ସହରରେ ଗତ ରବିବାର ଦିନ ଝୁଲା ପୋଲ ଛିଣ୍ଡି ପଡ଼ିବା ପରେ ଏବେ ସାରା ଦେଶରେ ଥିବା ଝୁଲାପୋଲଗୁଡ଼ିକୁ ଯାଞ୍ଚ କରାଯାଉଛି । ଓଡିଶାର ଅନ୍ୟତମ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ଝୁଲାପୋଲକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଦୀର୍ଘ ବର୍ଷ ଧରି ରକ୍ଷଣାବେକ୍ଷଣ ଅଭାବରୁ ଏହି ସେତୁଟି…

Read More