କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ: ମହାନଦୀ ଯୋବ୍ରା ବ୍ୟାରେଜ ୨୨ନମ୍ବର ଫାଟକରେ ଛିଣ୍ଡିଲା ରୋପ
କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ: ମହାନଦୀ ଯୋବ୍ରା ବ୍ୟାରେଜ ୨୨ନମ୍ବର ଫାଟକରେ ଛିଣ୍ଡିଲା ରୋପ କଟକ(ଏନ୍.ଏମ୍.): ଜଗତପୁର ମହାନଦୀ ବ୍ୟାରେଜର ୨୨ନମ୍ବର ଗେଟ ରୋପ ଛିଡି ଯାଇ ଫାଟକଟି ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । କେବଳ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ନଦୀର ଜଳକୁ ଅଟକାଇ ରଖିଥିବା ଫାଟକଟି ହୁଗୁଳି ଯିବାରୁ ଜଳ ଦ୍ରୁତ ଗତିରେ ପ୍ରଭାବିତ ହେଉଛି । ସୁଚନା ଥାଉକି ଚଳିତ…
