ମଧୁସୂଦନ ସେତୁ ଆଲୋକୀକରଣ କ୍ଷେତ୍ରରେ ବିଭାଗୀୟ ଉଦାସୀନତା: ଅଭିନବ ଉପାୟରେ ପ୍ରତିବାଦ
ମଧୁସୂଦନ ସେତୁ ଆଲୋକୀକରଣ କ୍ଷେତ୍ରରେ ବିଭାଗୀୟ ଉଦାସୀନତା: ଅଭିନବ ଉପାୟରେ ପ୍ରତିବାଦ #ଚୌଦ୍ୱାର (ଏନ୍.ଏମ୍.): ଦୀର୍ଘ ଦିନ ଧରି ମଧୁସୂଦନ ସେତୁରେ ବର୍ଷ ବର୍ଷ ଧରି ଆଲୋକୀକରଣ ବ୍ୟବସ୍ଥା କରାଯାଇ ନଥିବା ଯୋଗୁଁ ଜନଅସନ୍ତୋଷ ତେଜିବାରେ ଲାଗିଛି । ବିଶେଷ କରି ଏହି ରାସ୍ତାଟି ଘନ ଅନ୍ଧକାର ରହୁଥିବା ଯୋଗୁଁ ଏହି ରାସ୍ତାଦେଇ ଯାତାୟତ ସମୟରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣାଘଟି ବହୁ ଧନଜୀବନ କ୍ଷତି ହେଉଛି । ବିଶେଷ କରି ଅନ୍ଧାର ରାତିର ସୁଯୋଗ ନେଇ ଅସାମାଜିକ…
