ମା’ ଇଚ୍ଛାମୟୀ ରାଜ୍ୟରେ ଓଡ଼ିଆ ଭାଷା ଓ ପ୍ରଚାରରେ ଥିଲେ ପ୍ରେରଣାଦାତ୍ରୀ
ମା’ ଇଚ୍ଛାମୟୀ ରାଜ୍ୟରେ ଓଡ଼ିଆ ଭାଷା ଓ ପ୍ରଚାରରେ ଥିଲେ ପ୍ରେରଣାଦାତ୍ରୀ କଟକ(ଏନ୍.ଏମ୍.): ପ୍ରାୟ ସାତ ଦଶନ୍ଧିରୁ ଉର୍ଦ୍ଧ୍ୱ ହେବ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ସୁଦୂର ନାଗପୁର, ରାୟବରେଳୀ, ବିଳାସପୁର, ରାୟପୁର, କଟନୀ, ଓ ସିଲିଆରି ପ୍ରଭୃତି ରାଜ୍ୟ ବାହାର ସହରରେ ପ୍ରଚଳନ କରିବା ସହ ଏହାର ବହୁଳ ପ୍ରଚାର ଓ ପ୍ରସାର ମା’ଇଚ୍ଛାମୟୀ ରାଉତରାୟ ଥିଲେ ପ୍ରେରଣାଦାତ୍ରୀ । ମହିୟସୀ ନାରୀ ନେତ୍ରୀ ମା ରମାଦେବୀଙ୍କର ଥିଲେ ସହକର୍ମୀ । ମର୍କତନଗର…
