ଚୌଦ୍ୱାର-କଟକ ବିଜେଡିର ଜନସମ୍ପର୍କ ପଦଯାତ୍ରା: ଐତିହାସିକ ଶିଳ୍ପନଗରୀକୁ ବୁଲିଲେ ମନ୍ତ୍ରୀ, ବିଧାୟକ ଓ ପୂର୍ବତନ ବିଧାୟକ
ଚୌଦ୍ୱାର-କଟକ ବିଜେଡିର ଜନସମ୍ପର୍କ ପଦଯାତ୍ରା ଐତିହାସିକ ଶିଳ୍ପନଗରୀକୁ ବୁଲିଲେ ମନ୍ତ୍ରୀ, ବିଧାୟକ ଓ ପୂର୍ବତନ ବିଧାୟକ #କଟକ(ଏନ୍.ଏମ୍.): ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟବ୍ୟାପୀ ଚାଲିଛି ଜନସମ୍ପର୍କ ପଦଯାତ୍ରା । ଅକ୍ଟୋବର ୨ରୁ ଆରମ୍ଭ ହୋଇ ଚାଲିଥିବା ଏହି ପଦଯାତ୍ରା ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଚୌଦ୍ୱାର-କଟକ ବିଧାନସଭା ନିର୍ବାଚନ ମଣ୍ଡଳରେ ଏହାକୁ ଅକୁଣ୍ଠ ସମର୍ଥନ ମିଳିଛି । ଏହି ପଦଯାତ୍ରାକୁ ଦେଖିଲେ ୨୫ବର୍ଷର ବିଜେଡି…
