ଦୀପାବଳିରେ ଅଘଟଣ: ୭ବଖରା ଭଷ୍ମିଭୂତ

ଦୀପାବଳିରେ ଅଘଟଣ: ୭ବଖରା ଭଷ୍ମିଭୂତ ତିଗିରିଆ(ଏନ୍‌.ଏମ୍‌.): ଆଲୋକର ପର୍ବ ଦୀପାବଳି ପାଳନରେ ସମ୍ପୂର୍ଣ୍ଣ ଗାଁ ମସଗୁଲ ଥିବାବେଳେ କିଏ ଜାଣିଥିଲା ଏହି ଗାଁର ଗୋଟିଏ ପରିବାର ଉପରେ ଚଡ଼କ ପଡ଼ିଯିବ । ଗାଁରେ ଘରେ ଘରେ ବଡ଼ବଡ଼ୁଆ ଡାକିବା ପାଇଁ ବ୍ୟସ୍ତ ଥିବାବେଳେ ହଠାତ ନିଆଁ ଲାଗି ୭ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମୀଭୂତ ହୋଇ ଯାଇଛି । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ…

Read More

ପ୍ରାୟ ଦେଢ଼ ଘଣ୍ଟା ଧରି ଦେଖିବାକୁ ମିଳିଲା ମହାଜାଗତିକ ଦୃଶ୍ୟ ସୂର୍ଯ୍ୟପରାଗ

ପ୍ରାୟ ଦେଢ଼ ଘଣ୍ଟା ଧରି ଦେଖିବାକୁ ମିଳିଲା ମହାଜାଗତିକ ଦୃଶ୍ୟ ସୂର୍ଯ୍ୟପରାଗ ଭୁବନେଶ୍ୱର/କଟକ (ଏନ୍‌.ଏମ୍‌.): ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ଦେଖିବା ପାଇଁ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ବ୍ୟାକୁଳ ହୋଇ ପଡ଼ିଛନ୍ତି । ବିଶେଷ କରି କଟକ ଭୁବନେଶ୍ୱର ଭଳି ଦ୍ୱୈତ ନଗରୀରେ ବହୁ ଲୋକ ଛାତ ଉପରେ ଏହି ମହାଜାଗତିକ ଦୃଶ୍ୟକୁ ଉପଭୋଗ କରିଥିଲେ । ଏହି ଆଂଶିକ ସୂର୍ଯ୍ୟୋପରାଗ ଭାରତରେ ୪ଟା ୨୯ ମିନିଟରୁ ଦେଖାଯାଇଛି । ତେବେ ଓଡ଼ିଶାରେ କେତୁଗ୍ରସ୍ତ ଖଣ୍ଡଗ୍ରାସ…

Read More

ବିଜେପିର ଅଭିଯୋଗ ବିଜେଡ଼ି ଉଲ୍ଲଙ୍ଘନ କଲା ଆଦର୍ଶ ଆଚରଣ ବିଧି

ବିଜେପିର ଅଭିଯୋଗ ବିଜେଡ଼ି ଉଲ୍ଲଙ୍ଘନ କଲା ଆଦର୍ଶ ଆଚରଣ ବିଧି #ଭୁବନେଶ୍ୱର(ଏନ୍‌.ଏମ୍‌.): ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜୁ ଜନତା ଦଳ ଖୋଲାଖୋଲି ଭାବେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ବିଜେପି ଅଭିଯୋଗ କରିଛି । ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ରାଜ୍ୟ ନିର୍ବାଚନ ଅଧିକାରୀ ବିଭିନ୍ନ ବେଆଇନ କାର୍ଯ୍ୟରେ ଶାସକ ବିଜେଡିକୁ ଘଣ୍ଟ ଘୋଡାଇବା ସହିତ ନିଜେ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି । ନିଜେ ସିଇଓ ବାଡ ସାଜି, କ୍ଷେତ…

Read More