କଟକ ଜିଲ୍ଲା ଟାଟା ମେଜିକ ଅଟୋ ଆସୋସିଏସନ୍ର ଲୋଗୋ ଓ ଆଇକାର୍ଡର ଉନ୍ମୋଚନ
କଟକ ଜିଲ୍ଲା ଟାଟା ମେଜିକ ଅଟୋ ଆସୋସିଏସନ୍ର ଲୋଗୋ ଓ ଆଇକାର୍ଡର ଉନ୍ମୋଚନ କଟକ(ଏନ୍.ଏମ୍.): କଟକ ସିଡିଏ ସେକ୍ଟର -୯ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଡ଼ିଆ ଠାରେ କଟକ ଜିଲ୍ଲା ଟାଟା ମେଜିକ ଅଟୋ ଆସୋସିଏସନ୍ର ଲୋଗ ଏବଂ ଆଇକାର୍ଡ଼(ପରିଚୟପତ୍ର) ଉନ୍ମୋଚନ ହୋଇଯାଇଛି । ସମ୍ପ୍ରତି ଟାଟା ମେଜିକ ଗାଡ଼ି ବିଭିନ୍ନ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ନେବା ଆଣିବାରେ ନିୟୋଜିତ ରହିଥିବାବେଳେ ଅଧିକ ବିଶ୍ୱସନୀୟତା ପାଇଁ ପରିଚୟପତ୍ରର ଆବଶ୍ୟକତା ରହିଛି । ତେଣୁ ସଂଘ ତରଫରୁ କଟକର ସମସ୍ତ…
