ରେଭେନ୍ସାରେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ରେଭେନ୍ସା ବିକାଶ ଅଭିଯାନର ଦାବି
ରେଭେନ୍ସାରେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ରେଭେନ୍ସା ବିକାଶ ଅଭିଯାନର ଦାବି କଟକ(ଏନ୍.ଏମ୍.): ରେଭେନ୍ସା, ଓଡିଶାର ଜ୍ଞାନ କେନ୍ଦ୍ର ଓ ମାତୃକଳ୍ପ ଶିକ୍ଷାନୁଷ୍ଠାନ ସ୍ୱୀକୃତି ମିଳିଥିଲେ ମଧ୍ୟ ଧାରାବାହିକ ଭାବେ ଅବହେଳା ଅବିଚାରର ଶିକାର ହୋଇ ଚାଲିଛି । ବିଶେଷ କରି ୨୦୦୬ ମସିହାରେ ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟକୁ ରୁପାନ୍ତରିତ ପରଠାରୁ ରେଭେନ୍ସା ସ୍ଥିତି ଆହୁରି ଦୟନୀୟ ହୋଇଛି । ରେଭେନ୍ସା ଯେଉଁ ସ୍ୱତନ୍ତ୍ର ଆଇନ ବଳରେ ବିଶ୍ୱବିଦ୍ୟାଳୟ ହୋଇଥିଲା ରାଜ୍ୟ ସରକାର ତାକୁ ପ୍ରତ୍ୟାହାର କରି…
