କଟକରେ କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟ ତୁରନ୍ତ ଶେଷ କରିବା ଦାବିରେ ଆରଡିସିଙ୍କୁ ସ୍ମାରକପତ୍ର
କଟକରେ କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟ ତୁରନ୍ତ ଶେଷ କରିବା ଦାବିରେ ଆରଡିସିଙ୍କୁ ସ୍ମାରକପତ୍ର କଟକ(ଏନ୍.ଏମ୍.): କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରିବା ଦାବିରେ କଟକ ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସ୍ଥାନୀୟ ନୂଆପାଟଣା ଠାରେ ୨୦୧୦ ମସିହାରୁ ନିର୍ମାଣ ଚାଲିଥିବା କେନ୍ଦ୍ରୀୟ ବିଦ୍ୟାଳୟ-୨ର କାର୍ଯ୍ୟ ମନ୍ଥର ଏବଂ ଅନ୍ୟତ୍ର ଉଠିଯିବା ପାଇଁ ଷଡଯନ୍ତ୍ର ହେଉଥିବା ଆଶଙ୍କାରେ ପରିଷଦ ପକ୍ଷରୁ ପ୍ରତିବାଦ କରାଯାଇ ଏହାକୁ ତ୍ୱରିତ ନିର୍ମାଣ…
