ସିଏମସି ପକ୍ଷରୁ ଫାଇପ-ଟି ଉଚ୍ଚବିଦ୍ୟାଳୟ ରୂପାନ୍ତରଣ ନେଇ ବୈଠକ
ସିଏମସି ପକ୍ଷରୁ ଫାଇପ-ଟି ଉଚ୍ଚବିଦ୍ୟାଳୟ ରୂପାନ୍ତରଣ ନେଇ ବୈଠକ କଟକ(ଏନ୍.ଏମ୍.): ଫାଇପ-ଟି ଉଚ୍ଚବିଦ୍ୟାଳୟ ରୂପାନ୍ତରଣ ଯୋଜନାରେ କଟକ ସହରରେ ଆହୁରି୨୦ଟି ହାଇସ୍କୁଲର ରୂପାନ୍ତରଣ କରାଯିବା ନିମନ୍ତେ ନିଷ୍ପତି ନିଆଯାଇଛି । ପ୍ରତେକ ବିଦ୍ୟାଳୟ ପାଇଁ ୪୫ଲକ୍ଷ ଟଙ୍କା ହିସାବରେ ମୋଟ ୯କୋଟି ଟଙ୍କା ବ୍ୟୟ କରାଯିବ । ସୂଚନା ଯୋଗ୍ୟ ଯେ, ଏହି ଯୋଜନାରେ ପୂର୍ବରୁ ଦୁଇଟି ପର୍ଯ୍ୟାରେ ମୋଟ୨୨ଟି ସ୍କୁଲ ରୂପାନ୍ତରଣ କରାଯାଇଛି । ଆଜି ସିଏମସି ସମ୍ମିଳନୀ କକ୍ଷରେ ଫାଇପ-ଟି ଉଚ୍ଚବିଦ୍ୟାଳୟ ରୂପାନ୍ତରଣ ଯୋଜନାକୁ…
