ପୁରୁଣା କଟକ-ସମ୍ବଲପୁର ରାସ୍ତାର ମଞ୍ଚେଶ୍ୱର୍ ଠାରୁ ଆଠଗଡ ସହର ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା: ବେଫିକର ବିଭାଗୀୟ ଅଧିକାରୀ
ପୁରୁଣା କଟକ-ସମ୍ବଲପୁର ରାସ୍ତାର ମଞ୍ଚେଶ୍ୱର୍ ଠାରୁ ଆଠଗଡ ସହର ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା: ବେଫିକର ବିଭାଗୀୟ ଅଧିକାରୀ ଆଠଗଡ଼(ଏନ୍.ଏମ୍.): ଗୋଟିଏ ପରେ ସରକାର ଗମନାଗମନର ସୁବିଧା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ରାସ୍ତାଘାଟର ଉନ୍ନତିକରଣ ତଥା ନବୀକରଣ କରୁଥିବାବେଳେ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ମଞ୍ଚେଶ୍ୱର ଠାରୁ ଆଠଗଡ଼ ବଜାର ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଥିବାବେଳେ ବିଭାଗୀୟ ଅଧିକାରୀ ବେଫିକର ହୋଇ…
