ଚୌଦ୍ୱାର ରୂପଯାତ୍ରା ଭସାଣି ସମୟରେ ଅଘଟଣ: ପଟ୍ଟାମୁଣ୍ଡାଇ କେନାଲରେ ଭାସିଗଲେ ୩
ଚୌଦ୍ୱାର ରୂପଯାତ୍ରା ଭସାଣି ସମୟରେ ଅଘଟଣ: ପଟ୍ଟାମୁଣ୍ଡାଇ କେନାଲରେ ଭାସିଗଲେ ୩ ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.): ଚୌଦ୍ୱାର ଅଞ୍ଚଳର ଐତିହାସିକ ରୂପଯାତ୍ରାର ଭସାଣି ଉତ୍ସବ ଧୁମଧାମରେ ଚାଲିଥିବାବେଳେ ୩ଟି ପରିବାର ମୁଣ୍ଡରେ ଚଡ଼କ ପଡ଼ିଯାଇଛି । ଯାତ୍ରା ଦେଖିବାପାଇଁ ଘରୁ ଆସି ଆଉ ଘରକୁ ନଫେରିବାରୁ ଘରେ କାନ୍ଦବୋବାଳି ପଡ଼ିଯାଇଥିଲା । ରୂପଯାତ୍ରାର ମଜା ଉଠାଇବାରେ ବ୍ୟସ୍ତଥିବା ତିନି ବନ୍ଧୁ ପଟ୍ଟାମୁଣ୍ଡାଇ କେନାଲରେ ଭାସି ଯାଇଥିବାବେଳେ ଆଜି ସକାଳୁ ସେମାନଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା…
