ଆସନ୍ତା ୧୦ରୁ ଓଟିଇଟି ଫର୍ମପୂରଣ ପ୍ରକ୍ରିୟା
ଆସନ୍ତା ୧୦ରୁ ଓଟିଇଟି ଫର୍ମପୂରଣ ପ୍ରକ୍ରିୟା କଟକ(ଏନ୍.ଏମ୍.): ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)-୨୦୨୨ର ଦ୍ୱିତୀୟ ପରୀକ୍ଷା ହେବ । ଏଥିଲାଗି ଆସନ୍ତା ୧୦ ତାରିଖ ଠାରୁ ଫର୍ମପୂରଣ ପ୍ରକ୍ରିୟା ଆରମ୍ଭ ହେବା ସହ ଉକ୍ତ ଫର୍ମପୂରଣ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ଦୁଇଟି ପେପରରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ । ପେପର-୧ ଲାଗି ୧୫୦ ମାର୍କ ରହିଥିବାବେଳେ…
