ମେଲାଣି ନେଉଛନ୍ତି ଜଗତଜନନୀ, ଦେବୀଗଡ଼ାରେ ମେଢ଼ ବିସର୍ଜନ
ମେଲାଣି ନେଉଛନ୍ତି ଜଗତଜନନୀ, ଦେବୀଗଡ଼ାରେ ମେଢ଼ ବିସର୍ଜନ କଟକ(ଏନ୍.ଏମ୍.): ଆଜି ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ଜଗତଜନନୀ ମା’ ଦୁର୍ଗା । ଲଗାଣ ବର୍ଷା ସତ୍ତ୍ୱେ ଟୁଇନ୍ ସିଟିରେ ଭସାଣ ଉତ୍ସବ ବେଶ ଜମିବାରେ ଲାଗିଛି । ସତେ ଯେମିତି ବର୍ଷାକୁ ସହରବାସୀଙ୍କ ଖାତିର ନାହିଁ । ଐତିହାସିକ କଟକ ଦଶହରାରେ ପୂଜାପାଇଥିବା ମୂର୍ତ୍ତିମାନଙ୍କ ବିସର୍ଜନ ନିମନ୍ତେ ଅସ୍ଥାୟୀ ଜଳାଶୟ ହେବା ସହ ଭିଡ଼ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ସହରରେ ୫୫ ପ୍ଲାଟୁନ୍ ପୁଲିସ…
