ଗୋଲ୍ଡ ଲୋନ ସଂସ୍ଥାରୁ ଚୋରି କରି ଯୁବକ ଗିରଫ
ଗୋଲ୍ଡ ଲୋନ ସଂସ୍ଥାରୁ ଚୋରି କରି ଯୁବକ ଗିରଫ ଜଗତପୁର (ଏନ୍.ଏମ୍.): ଜଗତପୁର ସ୍ଥିତ ଇଣ୍ଡେଲ ମନି ଲିମିଟେଡ ସଂସ୍ଥାରୁ ଚୋରିକରିବା ଅଭିଯୋଗରେ ଆଜି ଜଗତପୁର ପୁଲିସ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁରର ସେକ୍ ମୁସ୍ତାକ(୩୫) ବୋଲି ଜଣାପଡ଼ିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜଗତପୁର ସ୍ଥିତ ଇଣ୍ଡେଲ ମନି ଲିମିଟେଡର ବ୍ରାଞ୍ଚ ମ୍ୟାନେଜର ବିଭୁପ୍ରସାଦ ନିଶାଙ୍କ ଗତ ଅକ୍ଟୋବର ୨୯ତାରିଖରେ ତାଙ୍କ ବ୍ରାଞ୍ଚରୁ…
