ନ୍ୟାଯ୍ୟଦାବି ନେଇ ଧାରଣା ଦେଲେ ଗ୍ରୁପ ଫୋର ସିକ୍ୟୁରିଟି କର୍ମଚାରୀ

ନ୍ୟାଯ୍ୟଦାବି ନେଇ ଧାରଣା ଦେଲେ ଗ୍ରୁପ ଫୋର ସିକ୍ୟୁରିଟି କର୍ମଚାରୀ ଭୁବନେଶ୍ୱର(ଏନ୍‌.ଏମ୍‌.): କର୍ମଚାରୀମାନଙ୍କୁ ନିଯୁକ୍ତି ସମୟରେ ସଂସ୍ଥା ପକ୍ଷରୁ ଯେଉଁ ପ୍ରତିଶ୍ରୁତି ଦେଇଥିବାବେଳେ ତାହାକୁ ପାଳନ ନକରିବା ନେଇ ଗ୍ରୁପ ଫୋର ସିକ୍ୟୁରିଟି କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି । କର୍ମଚାରୀମାନେ ନିଜର ୧୦ଦଫା ଦାବ ନେଇ ଗ୍ରୁପ ଫୋର୍ ସିକ୍ୟୁରିଟି ଶ୍ରମିକ ୟୁନିଅନ କର୍ମଚାରୀ ୬ ଦିନ ଧରି ଭୁବନେଶ୍ୱର ସ୍ଥିତ କେ-୬ ବିଜେପି ନଗର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଠାରେ ଧାରଣାରେ ବସିଛନ୍ତି…

Read More

ପ୍ରଥମ ଇନିଂସ୍‌ରେ ମନିପାଲ୍ ଟାଇଗର୍ସ ବିରୋଧରେ ଭିଲ୍‌ୱାରା କିଙ୍ଗ୍‌ସର ଉନ୍ନତ ପ୍ରଦର୍ଶନ

ପ୍ରଥମ ଇନିଂସ୍‌ରେ ମନିପାଲ୍ ଟାଇଗର୍ସ ବିରୋଧରେ ଭିଲ୍‌ୱାରା କିଙ୍ଗ୍‌ସର ଉନ୍ନତ ପ୍ରଦର୍ଶନ କଟକ(ଏନ୍‍.ଏମ୍‍.): ଟାଟେଣ୍ଡା ଟାଇବୁ ଓ ଜେସି ରାଇଡର୍‌ଙ୍କ ମଧ୍ୟରେ ଏକ ଉନ୍ନତ ଭାଗିଦାରୀ ଆଜି ସ୍କାଏ୨୪୭ ଡଟ୍ ନେଟ୍ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ (ଏଲ୍‌ଏଲ୍‌ସି)ର ୮ମ ମ୍ୟାଚ୍‌ରେ ଭିଲ୍‌ୱାରା କିଙ୍ଗ୍‌ସ ବିରୋଧରେ ମନିପାଲ୍ ଟାଇଗର୍ସକୁ ୨୦ ଓଭର୍‌ରେ ୧୭୫ /୮ ରନ୍ କରିବାରେ ସାହାଯ୍ୟ କରିଥିଲା । ତେବେ କଟକର ବାରବାଟୀ ଷ୍ଟାଡିୟମରେ ପ୍ରଥମ ବ୍ୟାଟିଙ୍ଗ୍ କରିବା ନେଇ ମନିପାଲ୍ ଟାଇଗର୍ସର ନିଷ୍ପତି କିଙ୍ଗ୍‌ସ…

Read More

ଦିଲସାନଙ୍କ ସହିତ ଭିଲୱାରା କିଙ୍ଗ୍‌ସ ବିପକ୍ଷରେ କମ୍‌ବ୍ୟାକ କରିବାକୁ ଆଶାବାଦୀ ରହିଛି ଗୁଜୁରାଟ ଜିଆଣ୍ଟସ

ଦିଲସାନଙ୍କ ସହିତ ଭିଲୱାରା କିଙ୍ଗ୍‌ସ ବିପକ୍ଷରେ କମ୍‌ବ୍ୟାକ କରିବାକୁ ଆଶାବାଦୀ ରହିଛି ଗୁଜୁରାଟ ଜିଆଣ୍ଟସ କଟକ(ଏନ୍‌.ଏମ୍‌.): ଇଣ୍ଡିଆ କ୍ୟାପିଟାଲ୍ସ ବିପକ୍ଷରେ ଗତ ମ୍ୟାଚରେ ପରାଜିତ ହେବା ପରେ ଗୁଜୁରାଟ ଜିଆଂଟ୍ସ, ମଙ୍ଗଳବାର ବାରବାଟି ଷ୍ଟାଡିୟମ ଠାରେ ସ୍କାଏ୨୪୭ ଡଟ୍ ନେଟ୍ ଲିଜେଣ୍ଡ ଲିଗ କ୍ରିକେଟ (ଏଲ୍‌ଏଲ୍‌ସି)ର ଭିଲୱାରା କିଙ୍ଗ୍‌ସ ବିପକ୍ଷ ମ୍ୟାଚରେ ଏକ ଜବରଦସ୍ତ କମ୍‌ବ୍ୟାକ ପାଇଁ ପ୍ରସ୍ତୁତ ରହିଛି । ଏହି ମ୍ୟାଚରେ ଗୁଜୁରାଟ ଜିଆଣ୍ଟ ତିଲକରାନ୍ତେ ଦିଲସାନଙ୍କ ଉପରେ ଟିମ୍ ଅଧିକ ଭାବେ ନିର୍ଭରଶୀଳ…

Read More

ବନ୍ଦର ଦେବୀ ମା’ ଚିତ୍ରେଶ୍ୱରୀଙ୍କ ପୀଠରେ ଷୋଳପୂଜା

ବନ୍ଦର ଦେବୀ ମା’ ଚିତ୍ରେଶ୍ୱରୀଙ୍କ ପୀଠରେ ଷୋଳପୂଜା କୋଣାର୍କ (ଏନ୍‌.ଏମ୍‌.): ମା’ ଦୂର୍ଗାଙ୍କ ପୂଜା ପାଇଁ ସବୁ ଶକ୍ତିପୀଠମାନଙ୍କରେ ଆରମ୍ଭ ହୋଇଯାଇଛି ଷୋଳ ପୂଜା । ଧରାପୃଷ୍ଠକୁ ମା’ଙ୍କ ଆଗମନ ଅବସରରେ ଶକ୍ତିପୀଠମାନଙ୍କରେ ଷୋଳପୂଜା ଚାଲୁରହିଥିବାବେଳେ ବିଭିନ୍ନ ବେଶରେ ମା’ଙ୍କୁ ସୁସଜିତ କରାଯାଇ ନୀତିକାନ୍ତିରେ ପୂଜା କରାଯାଉଛି । କୋଣାର୍କ ଥାନାନ୍ତର୍ଗତ ଅବଦାନ ଗ୍ରାମପଞ୍ଚାୟତର ଯଦୁପୁର ଗ୍ରାମରେ ଅବସ୍ଥିତ ମା’ ଚିତ୍ରେଶ୍ୱରୀଙ୍କ ପୀଠ । ଅପୂର୍ବ ପ୍ରାକୃତିକ ସୁଷମା ଭାରା ନୈଶର୍ଗୀକ ଶୋଭାର ଗନ୍ତାଘର ମଧ୍ୟରେ ମା’…

Read More

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ଦୁଇଦିନିଆ ସମ୍ମିଳନୀ ଉଦ୍‌ଘାଟିତ

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ଦୁଇଦିନିଆ ସମ୍ମିଳନୀ ଉଦ୍‌ଘାଟିତ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ଚିନ୍ତାଧାରା ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି: ଗଣଶିକ୍ଷା ମନ୍ତ୍ରୀ ଭୁବନେଶ୍ୱର (ଏନ୍‌.ଏମ୍‌.): ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଓସେପାର ମିଳିତ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟର ସମସ୍ତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ଦୁଇଦିନିଆ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ…

Read More

ବାରବାଟୀ ଟକ୍କର :ଭଜି-ପଠାନ ଲଢ଼େଇ ହେବ

ବାରବାଟୀ ଟକ୍କର :ଭଜି-ପଠାନ ଲଢ଼େଇ ହେବ କଟକ (ଏନ୍‌.ଏମ୍‌.): ଆସନ୍ତାକାଲି କଟକର ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ସ୍କାଏ୨୪୭ ଡଟ୍ ନେଟ୍ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ (ଏଲ୍‌ଏଲ୍ସି)ର କଟକ୍ ଲିଗ୍ରେ ଇର୍ଫାନ ପଠାନ୍‌ଙ୍କ ନେତୃତ୍ୱାଧୀନ ଭିଲ୍ୱାରା କିଙ୍ଗ୍ସ, ହର୍ଭଜନ ସିଂହଙ୍କ ମନିପାଲ୍ ଟାଇଗର୍ସଠାରୁ ପ୍ରତିଶୋଧ ନେବା ପାଇଁ ମଇଦାନକୁ ଓହ୍ଲାଇବ । ଏହି ମ୍ୟାଚରେ ଭିଲ୍ୱାରା କିଙ୍ଗ୍ସ ପକ୍ଷରୁ ଇର୍ଫାନ୍ ଫଠାନ୍‌, ୟୁସୁଫ୍ ପଠାନ୍ ଓ ଏସ୍ ଶ୍ରୀସାନ୍ତଙ୍କ ଭଳି କିମ୍ବନ୍ଦନ୍ତୀମାନେ ଏବଂ ମନିପାଲ ଟାଇଗର୍ସ…

Read More

ଗ୍ରାମାଭିମୁଖୀ ଗଜରାଜ: ନାକେଦମ ବନ ବିଭାଗ କର୍ମଚାରୀ

ଗ୍ରାମାଭିମୁଖୀ ଗଜରାଜ: ନାକେଦମ ବନ ବିଭାଗ କର୍ମଚାରୀ ଆଠଗଡ଼(ଏନ୍‌.ଏମ୍‌.): ଗଜରାଜ ସହ ଜନସାଧାରଣଙ୍କ ମଧ୍ୟରେ ଚାଲିଛି ଲୁଚୁକାଳି ଖେଳ । କେଉଁଠି ହାତୀ ଗାଁ ଭିତରକୁ ପଶି ଆସୁଛନ୍ତି ତ ଆଉ କେଉଁଠି ଲୋକେ ହାତୀକୁ ମାରିଦେଉଥିବା ଦେଖିବାକୁ ମିଳିଛି । ଏମିତି ବାରମ୍ବାର ହାତୀ-ମଣିଷ ମଧ୍ୟରେ ଚାଲିଛି ଶୀତଳ ଯୁଦ୍ଧ । ହାତୀମାନେ ଗାଁ ମୁହାଁ ହେଉଥିବାବେଳେ ବନବିଭାଗକୁ ନାକେଦମ ହେବାକୁ ପଡ଼ିଛି । ଏହି ପରିପ୍ରେକ୍ଷୀରେ ଆଠଗଡ ଅଞ୍ଚଳରେ ହାତୀ ଆତଙ୍କ ଦେଖିବାକୁ ମିଳିଛି…

Read More

ଅବକାରୀ ବିଭାଗର ଚଢ଼ାଉ: ବିପୁଳପରିମାଣର ବେଆଇନ ଦେଶୀ ମଦ ଓ ପୋଚ ଜବତ

ଅବକାରୀ ବିଭାଗର ଚଢ଼ାଉ: ବିପୁଳପରିମାଣର ବେଆଇନ ଦେଶୀ ମଦ ଓ ପୋଚ ଜବତ ଆଠଗଡ(ଏନ୍‌.ଏମ୍‌.): ରାଜ୍ୟରେ ବେଆଇନ ନିଶା କାରବାର ରୋକିବା କ୍ଷେତ୍ରରେ ସରକାର ଓ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଥିବାବେଳେ ବେଆଇନ ନିଶାବେପାରୀମାନଙ୍କୁ ରୋକିବା ବିଭାଗ ପାଇଁ ସତେ ଯେମିତି ଚାଲେଞ୍ଜ ହୋଇପଡ଼ିଛି । ଗୋଟିଏ ପଟେ ପୁଲିସ ଠାରୁ ଆରମ୍ଭ କରି ଅବକାରୀ ବିଭାଗ ପର୍ଯ୍ୟନ୍ତ ଘନଘନ ଚଢ଼ାଉ କରୁଥିବାବେଳେ ନିଶା ମାଫିଆ କିନ୍ତୁ ବେଫିକର । ବିଭାଗୀୟ ଅଧିକାରୀ ଡାଳେଡାଳେ ଗଲେ ନିଶା…

Read More

ଏଣିକି କ୍ୟାମେରା ନଜରରେ ରହିବ ଚୌଦ୍ୱାର ଅଞ୍ଚଳ

ଏଣିକି କ୍ୟାମେରା ନଜରରେ ରହିବ ଚୌଦ୍ୱାର ଅଞ୍ଚଳ ଚୌଦ୍ୱାର(ଏନ୍‌.ଏମ୍‌.): ଆଜି କଟକ କମିଶନରେଟ ପୁଲିସ ପକ୍ଷରୁ ଚୌଦ୍ୱାର ଥାନା ପରିସରରେ ଚୌଦ୍ୱାର ଅଞ୍ଚଳକୁ ଜଗିବା ପାଇଁ ସିସିଟିଭି କ୍ୟାମେରାର ଉଦ୍ଘାଟନୀ କର୍ଯ୍ୟକର୍ମ ଅନୁଷ୍ଠିତ ହୋଯାଇଛି । ଇମ୍ଫାର ସାମାଜିକ ଓ ଦାୟିତ୍ୱବୋଧ ଶାଖା, ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ଓ କଟକ କମିଶରେଟ୍ ପୁଲିସ୍ ସହଭାଗିତାରେ ଚୌଦ୍ୱାର ଅଞ୍ଚଳର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ୪୬ଟି ସିସିଟିଭି କ୍ୟାମେରା ଲଗାଯାଇଛି । ଚୌଦ୍ୱାର ଥାନାର ଭାରପ୍ରାପ୍ତ ଅଧିକାରୀ ବିରଞ୍ଚିନାରାୟଣ ପତିଙ୍କ…

Read More

ବିଶ୍ୱାସ, ଅବିଶ୍ୱାସ ନା ଅନ୍ଧବିଶ୍ୱାସ : ସବାର ହୋଇ ପ୍ରେତାତ୍ମା କହୁଛି ନିଜ ମୃତ୍ୟୁର ଘଟଣା !

ବିଶ୍ୱାସ, ଅବିଶ୍ୱାସ ନା ଅନ୍ଧବିଶ୍ୱାସ ସବାର ହୋଇ ପ୍ରେତାତ୍ମା କହୁଛି ନିଜ ମୃତ୍ୟୁର ଘଟଣା ! କଟକ (ଏନ୍‌.ଏମ୍‌.): ଅନ୍ୟ ଦେହରେ ସବାର ହୋଇ ୮ ମାସ ତଳର ହତ୍ୟାକାଣ୍ଡର ବୟାନ ଦେଉଛି ପ୍ରେତାତ୍ମା । ସେଦିନର ହତ୍ୟାକାଣ୍ଡର ଅନୁଭବ କେତେ ଥିଲା ହୃଦୟ ବିଦାରକ, ଲୋମଟାଙ୍କୁରା ଓ ନୃଶଂସ, ତାହା ୮ ମାସ ପରେ ବୟାନ କରୁଛି ଘୂରି ବୁଲୁଥିବା ଅତୃପ୍ତ ଆତ୍ମା ଜଣକ । ହତ୍ୟା କିପରି ହୋଇଥିଲା, ଆଉ କିଭଳି କରାଯାଇଥିଲା, ଆଉ…

Read More

ଦୁବାଇରେ ଭାରତ ମସଲାକୁ ମିଳିଲା ଜାଗରଣ ଆଚିଭର ଆୱାର୍ଡ

ଦୁବାଇରେ ଭାରତ ମସଲାକୁ ମିଳିଲା ଜାଗରଣ ଆଚିଭର ଆୱାର୍ଡ କଟକ(ଏନ୍‌.ଏମ୍‌.): ମସଲା ଜଗତରେ ମାନ ଏବଂ ଗୁଣବତ୍ତାକୁ ଅକ୍ଷୁର୍ଣ୍ଣ ରଖି କ୍ଷୁଦ୍ର ମସଲା ଉତ୍ପାଦକାରୀ ସଂସ୍ଥା ଭାବେ ବିଶ୍ୱରେ ପହଞ୍ଚି ପାରିଥିବା ‘ଭାରତ ମସଲା’କୁ ଦୁବାଇରେ ସମ୍ମାନିତ ହୋଇଛି । ପୂର୍ବ ଭାରତରେ କ୍ରାଓଜୋନିକ ପଦ୍ଧତିରେ ମସଲା ଉତ୍ପାଦନ କରି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଭାରତ ମସଲାକୁ ଏକ୍ସଲେନ୍ସ ଜାଗରଣ ଆଚିଭର ଆୱାର୍ଡ ୨୦୨୨ରେ ସମ୍ମାନିତ କରାଯାଇଛି । ଦୁବାଇ ଠରେ ଅନୁଷ୍ଠିତ ଏକ…

Read More

ମା’ ରାମଚଣ୍ଡୀଙ୍କ ପୀଠରେ ଷୋଳପୂଜା

ମା’ ରାମଚଣ୍ଡୀଙ୍କ ପୀଠରେ ଷୋଳପୂଜା କୋଣାର୍କ (ଏନ୍‌.ଏମ୍‌.): ମା’ ଦୂର୍ଗାଙ୍କ ଶାରଦୀୟ ସ୍ୱତନ୍ତ୍ର ପୂଜା ପାଇଁ ସବୁ ଶକ୍ତିପୀଠ ହୋଇ ଉଠିଛି ପାର୍ବଣ ମୁଖରିତ । ଧରାପୃଷ୍ଠକୁ ମା’ଙ୍କ ଆଗମନ ଅବସରରେ ଆରମ୍ଭ ହୋଇଛି ଦେବୀ ପୀଠମାନଙ୍କରେ ଷୋଳପୂଜା । କୋଣାର୍କଠାରୁ ପୁରୀ ଆଡକୁ ୯ କିଲୋମିଟର ଦୂର ବେଳମାର୍ଗ କଡରେ ମା’ରାମଚଣ୍ଡୀଙ୍କ ପୀଠ । ଅପୂର୍ବ ପ୍ରାକୃତିକ ସୁଷମା ଭରା ନୈଶର୍ଗୀକ ଶୋଭାର ଗନ୍ତାଘର ଓ ପବିତ୍ର ମହୋଦଧି କୂଳରେ ମା’ ରାମଚଣ୍ଡୀଙ୍କ ପୀଠର ଅବସ୍ଥିତ…

Read More