ବସ୍ତିବାସିନ୍ଦାଙ୍କୁ ଥଇଥାନ ନକରି ଉଚ୍ଛେଦ ବନ୍ଦ କରିବାକୁ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲା ଅଖିଳ ଓଡ଼ିଶା ଝୋପଡ଼ିପଟ୍ଟି ମହାସଂଘ

ବସ୍ତିବାସିନ୍ଦାଙ୍କୁ ଥଇଥାନ ନକରି ଉଚ୍ଛେଦ ବନ୍ଦ କରିବାକୁ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲା ଅଖିଳ ଓଡ଼ିଶା ଝୋପଡ଼ିପଟ୍ଟି ମହାସଂଘ କଟକ(ଏନ୍‌.ଏମ୍‌.): ସରକାର ଓ ପ୍ରଶାସନ ଜନସାଧାରଣଙ୍କୁ ଲଲିପପ୍ ଭଣ୍ଡାଇବା ଦୁର୍ଭାଗ୍ୟଜନକ ବୋଲି ଅଖିଳ ଓଡ଼ିଶା ଝୋପଡ଼ି ପଟ୍ଟି ମହାସଂଘ ‘ଏକତା’ ପକ୍ଷରୁ ଅଭିଯୋଗ ହୋଇଛି । ଗରିବ ବସ୍ତିବାସିନ୍ଦାମାନଙ୍କୁ ନିର୍ବାଚନ ସମୟରେ ଆଖି ଖୋସିହେବା ଭଳି ପ୍ରତିଶ୍ରୁତି ଦେଇ ଶେଷରେ ପ୍ରତାରଣା କରାଯାଉଥିବା କୁହାଯାଇଛି । ଏପରିକି କଟକରେ ନିର୍ବାଚନ ପୂର୍ବରୁ ବସ୍ତି ବାସିନ୍ଦାଙ୍କୁ ଜାଗା ମିଶନରେ…

Read More

ବିଧାୟକ ସୌଭିକଙ୍କ କଣ୍ଠରେ ଭଜନ ‘ସମସ୍ତଙ୍କୁ ମୋର ଶାରଦୀୟ ଅଭିନନ୍ଦନ’

ବିଧାୟକ ସୌଭିକଙ୍କ କଣ୍ଠରେ ଭଜନ ‘ସମସ୍ତଙ୍କୁ ମୋର ଶାରଦୀୟ ଅଭିନନ୍ଦନ’ କଟକ(ଏନ୍‌.ଏମ୍‌.): ପବିତ୍ର ଦୂର୍ଗପୂଜା ଉପଲକ୍ଷେ ଭିନ୍ନ ସ୍ୱାଦର ଭଜନ ‘ସମସ୍ତଙ୍କୁ ମୋର ଶାରଦୀୟ ଅଭିନନ୍ଦନ’ ମୁକ୍ତିଲାଭ କରିଛି । ଏହି ଭଜନଟିରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ କଣ୍ଠ ଦାନ କରିଥିବା ବେଳେ ଗୀତ ରଚନା ବିଭୂତି ସ୍ୱାଇଁ କରିଛନ୍ତି ଏବଂ ସଙ୍ଗୀତରେ ସଜେଇଛନ୍ତି ମୁନା ମହାନ୍ତି । ଆଜି ସ୍ଥାନୀୟ ମାଛୁଆ ବଜାର ସ୍ଥିତ ସର୍କିଟ ହାଉସଠାରେ କଟକ ନଗର ସଭାପତି ମଧୁସୁଦନ ସାହୁଙ୍କ…

Read More

ମେଟ୍ରୋ ବିଲଡର୍ସ ସଂସ୍ଥା ନାମରେ ଭିଜିଲାନ୍ସ କୋର୍ଟରେ ମାମଲା: ସଂସ୍ଥା କର୍ତ୍ତୃପକ୍ଷଙ୍କ ସହ ତଦକାଳୀନ ଆଇଏଏସ ଅଧିକାରୀ ଯିବେ ଜେଲ!

ମେଟ୍ରୋ ବିଲଡର୍ସ ସଂସ୍ଥା ନାମରେ ଭିଜିଲାନ୍ସ କୋର୍ଟରେ ମାମଲା: ସଂସ୍ଥା କର୍ତ୍ତୃପକ୍ଷଙ୍କ ସହ ତଦକାଳୀନ ଆଇଏଏସ ଅଧିକାରୀ ଯିବେ ଜେଲ! ଭୁବନେଶ୍ୱର (ଏନ୍‌.ଏମ୍‌.): ଭିଜିଲାନ୍ସ କୋର୍ଟରେ ମେଟ୍ରୋ ବିଲଡର୍ସ ନାମରେ ମାମଲା ହୋଇଥିବାବେଳେ ଆଜି ବିଲଡର୍ସ କର୍ତ୍ତୃପକ୍ଷଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏଥିରେ କଂଗ୍ରେସ ବିଧାୟକ ତଥା ମେଟ୍ରୋ ବିଲ୍ଡର୍ସର ଏମଡି ଇଂ. ମହମ୍ମଦ ମୋକିମଙ୍କୁ ମଧ୍ୟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ…

Read More

ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ୫୦ଶଯ୍ୟା ବିଶିଷ୍ଟ କୋଭିଡ କେୟାର ଶିଳାନ୍ୟାସ

ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ୫୦ଶଯ୍ୟା ବିଶିଷ୍ଟ କୋଭିଡ କେୟାର ଶିଳାନ୍ୟାସ ଆଠଗଡ଼(ଏନ୍‌.ଏମ୍‌.): ଆଠଗଡ଼ ଉପଖଣ୍ଡ ଡାକ୍ତରଖାନା ପରିସରରେ ୫୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର କେନ୍ଦ୍ରର ଶିଳାନ୍ୟାସ ହୋଇଯାଇଛି । ଆଠଗଡ଼ ବିଧାୟକ ତଥା ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୧୨ କୋଟି ୮୬ ଲକ୍ଷ ୨୬ ହଜାର ୩୩୪ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକଥିବା ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଆସନ୍ତା ୨୦୨୪ ଫେବୃଆରୀ ଶେଷ ସୁଦ୍ଧା ଚାରି ମହଲା ବିଶିଷ୍ଠ…

Read More

କୋଣାର୍କ ଠାରେ ତ୍ରିଦିବସୀୟ ରାଜ୍ୟସ୍ତରୀୟ ଗୋଷ୍ଠୀ ବେତାର କର୍ମଶାଳା

କୋଣାର୍କ ଠାରେ ତ୍ରିଦିବସୀୟ ରାଜ୍ୟସ୍ତରୀୟ ଗୋଷ୍ଠୀ ବେତାର କର୍ମଶାଳା କୋଣାର୍କ(ଏନ୍‌.ଏମ୍‌.): କୋଣାର୍କ ସ୍ଥିତ ଯାତ୍ରୀନିବାସ ଠାରେ ରାଜ୍ୟସ୍ତରୀୟ ଗୋଷ୍ଠୀ ବେତାର କେନ୍ଦ୍ରମାନଙ୍କର କୌଶଳ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ତିନି ଦିନିଆ କର୍ମଶାଳାରେ ରାଜ୍ୟର ୧୫ ଟି ଗୋଷ୍ଠୀ ବେତାର କେନ୍ଦ୍ରରୁ ୩୦ ଜଣ ଗୋଷ୍ଠୀ ବେତାର ସାମ୍ବାଦିକ ଯୋଗ ଦେଇଥିଲେ । ୟୁନିସେଫ ସହାୟତାରେ ସାମାଜିକ ସଂଗଠନ ୟଙ୍ଗଇଣ୍ଡିଆ ଦ୍ୱାରା ଆୟୋଜିତ ଏହି କର୍ମଶାଳାରେ ରାଜ୍ୟ ଗୃହ ମନ୍ତ୍ରୀ ତୁଷାରକାନ୍ତି ବେହେରା…

Read More

ଚୌଦ୍ୱାର ଐତିହାସିକ ରୂପଯାତ୍ରା ନିମନ୍ତେ ପୁଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ଚୌଦ୍ୱାର ଐତିହାସିକ ରୂପଯାତ୍ରା ନିମନ୍ତେ ପୁଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଅଞ୍ଚଳର ଐତିହାସିକ ରୂପଯାତ୍ରା ନିମନ୍ତେ ପୁଲିସ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଗାନ୍ଧୀଛକ ସ୍ଥିତ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚଳିତ ବର୍ଷ ମା’ ଦୁର୍ଗା ଓ ମା’ ଲକ୍ଷ୍ମୀଙ୍କ ସମେତ ଅନ୍ୟ ଦେବଦେବୀଙ୍କ ମୃଣ୍ମୟୀ ମୂର୍ତ୍ତିକୁ ନେଇ ହେଉଥିବା ମେଳଣ ଓ ଭସାଣି ଉତ୍ସବକୁ କିଭଳି ଶାନ୍ତିଶୃଙ୍ଖଳାର ସହ ପାଳନ କରାଯିବ…

Read More