ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ନେଲେ ଶିକ୍ଷକ

ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ନେଲେ ଶିକ୍ଷକ କୋଣାର୍କ(ଏନ୍‍.ଏମ୍‍): କୋଭିଡ ସମୟରେ ଦୀର୍ଘ ଦୁଇବର୍ଷ ଧରି ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯାଇ ପାରିନଥିଲେ । ଶ୍ରେଣୀ ଶିକ୍ଷାଦାନ ଅଭାବରୁ ପିଲାମାନଙ୍କର ଶିକ୍ଷଣସ୍ତର ପ୍ରଭାବିତ ହୋଇଛି । ଶିକ୍ଷଣସ୍ତରରେ ରହିଥିବା ପାର୍ଥକ୍ୟକୁ ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ(ଏଲ୍‌ଆରପି) ହାତକୁ ନିଆଯାଇଛି । ଏହି କାର୍ଯ୍ୟକ୍ରମ ଦଶହରା ଛୁଟି ପରେ ଆସନ୍ତା ଅକ୍ଟୋବର ୧୦ତାରିଖରୁ ଆରମ୍ଭ…

Read More

ଶିଳ୍ପାଞ୍ଚଳରେ ଗଜରାଜ: ଜଗତପୁରରେ ଖେଳାଇଲା ଆତଙ୍କ, ୨ମୃତ ୩ ଆହତ, ନଦୀରୁ ମିଳିଲା ମୃତ ହାତୀ

ଶିଳ୍ପାଞ୍ଚଳରେ ଗଜରାଜ: ଜଗତପୁରରେ ଖେଳାଇଲା ଆତଙ୍କ, ୨ମୃତ ୩ ଆହତ, ନଦୀରୁ ମିଳିଲା ମୃତ ହାତୀ କଟକ/ଜଗତପୁର(ଏନ୍‍.ଏମ୍‍.): ମଣିଷ ଆଉ ଗଜରାଜଙ୍କ ମଧ୍ୟରେ ଆରମ୍ଭ ହୋଇଛି ଅଘୋଷିତ ମହାସଂଗ୍ରାମ । କେଉଁଠି ମଣିଷ ହାତୀମାନଙ୍କୁ ଘଉଡ଼ାଇ ଜଙ୍ଗଲକୁ ନିଜ କବ୍‍ଜାକୁ ନେଉଛି ତ ଆଉ କେଉଁଠି ବାସହରା ଗରଜାର ଖାଦ୍ୟାଭାବ ଯୋଗୁଁ ଜନବସତି ଆଡ଼କୁ ମୁହାଁଇଛନ୍ତି । ଏମିତି ବେଳେବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇ କେଉଁଠି ଗଜରାଜଙ୍କ ଜୀବନ ଯାଉଛି ତ ଆଉ କେଉଁଠି ମଣିଷ…

Read More