ବାରବାଟୀରେ ଭାନୱିକ୍ ଓ ପୋର୍ଟରଫିଲ୍ଡଙ୍କ ବିସ୍ଫୋରକ ବ୍ୟାଟିଂ

ବାରବାଟୀରେ ଭାନୱିକ୍ ଓ ପୋର୍ଟରଫିଲ୍ଡଙ୍କ ବିସ୍ଫୋରକ ବ୍ୟାଟିଂ ଭିଲ୍‌ୱାରା କିଙ୍ଗ୍‌ସର ବୃହତ ବିଜୟ କଟକ(ଏନ୍‍.ଏମ୍‍.): ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଲିଜେଣ୍ଡସ୍ କ୍ରିକେଟ୍ ଲିଗ୍‌ର ଆଜି ଅନୁଷ୍ଠିତ ମ୍ୟାଚ୍‌ରେ ବିଲ୍‌ୱାରା କିଙ୍ଗସ ବୃହତ ବିଜୟ ହାସଲ କରିଛି । ଏହି ମ୍ୟାଚ୍‌ରେ ଟସ୍ ହାରି ପ୍ରଥମ ବ୍ୟାଟିଂ କରିଥିବା ବିଲ୍‌ୱାରା କିଙ୍ଗସ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୪ ୱିକେଟ୍ ହରାଇ ୨୨୨ ରନ୍ ସଂଗ୍ରହ କରିଥିଲା । ମାତ୍ର ଏହାର ଜବାବରେ ବିରେନ୍ଦ୍ର ସେୱାଗଙ୍କ ନେତୃତ୍ୱାଧୀନ ଗୁଜୁରାଟ…

Read More

ବହୁପୁରାତନ ବଟେଶ୍ୱର ମାଭଗବତୀଙ୍କ ମନ୍ଦିରରୁ ମୂର୍ତ୍ତି ଚୋରି

ବହୁପୁରାତନ ବଟେଶ୍ୱର ମାଭଗବତୀଙ୍କ ମନ୍ଦିରରୁ ମୂର୍ତ୍ତି ଚୋରି ସାଲେପୁର(ଏନ୍‌.ଏମ୍‌.): ରାସ୍ତାରେ ଚୋରି, ରାହାଜାନି ଠାରୁ ଆରମ୍ଭ କରି ବିଭିନ୍ନ ଅପରାଧ ମୂଳକ କାର୍ଯ୍ୟ ବୃଦ୍ଧି ପାଇବାବେଳେ ଏବେ ମନ୍ଦିର ତଥା ଧର୍ମାନୁଷ୍ଠାନ ଉପରେ ଚୋରଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି । ଶହ ଶହ ଲୋକଙ୍କ ଆଶା, ବିଶ୍ୱାସର ପୀଠରୁ ବି ଚୋର କଳାକନା ବୁଲାଇବାକୁ ପଛାଉ ନାହିଁ । ମନ୍ଦିରରେ ଦେବଦେବୀଙ୍କ ସୁନା ଚାନ୍ଦି ଅଳଙ୍କାର, ବାସନ କୁସନ ସହିତ ପୁରୁଣା ପ୍ରତିମାକୁ ମଧ୍ୟ ଚୋରି କରିବାକୁ…

Read More

ଗୋଚର ଜମିରେ ବିଜୁଳି ଟ୍ରାନ୍ସଫର୍ମର ପ୍ରତିଷ୍ଠାକୁ ବିରୋଧ: ଆଠଗଡ଼ ଟାଟା ପାୱାର ନିର୍ବାହୀଯନ୍ତ୍ରୀଙ୍କୁ ସ୍ମାରକପତ୍ର

ଗୋଚର ଜମିରେ ବିଜୁଳି ଟ୍ରାନ୍ସଫର୍ମର ପ୍ରତିଷ୍ଠାକୁ ବିରୋଧ: ଆଠଗଡ଼ ଟାଟା ପାୱାର ନିର୍ବାହୀଯନ୍ତ୍ରୀଙ୍କୁ ସ୍ମାରକପତ୍ର ଆଠଗଡ଼(ଏନ୍‌.ଏମ୍‌.): ଆଠଗଡ଼ ବ୍ଲକ ବଳିପୁର ମୌଜାରେ ଥିବା ଏକ ଗୋଚର ଜମିରେ ବିଜୁଳି ଟ୍ରାନ୍ସଫରମର ପ୍ରତିଷ୍ଠା କରାଯିବାକୁ ଅଞ୍ଚଳବାସୀ ବିରୋଧ କରିଛନ୍ତି । ଗୋଟିଏ ପଟେ ଚାରଣ ଭୂମି ହ୍ରାସ ପାଇବା ଯୋଗୁଁ ଗୃହପାଳିତ ପଶୁ ଚରିବା ପାଇଁ ସ୍ଥାନାଭାବ ହେଉଥିବାବେଳେ ସେଠାରେ ବେଆଇନଭାବେ ବିଦ୍ୟୁତ ଟ୍ରାନ୍ସଫରମର ପ୍ରତିଷ୍ଠା କରିବା ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି । ଏ ନେଇ ସ୍ଥାନୀୟ ଅଞ୍ଚଳବାସୀ…

Read More

ଚୌଦ୍ୱାରକଲେଜ ମହିଳା ହଷ୍ଟେଲ ଦୁର୍ନୀତି ବୋଲି ଆପତ୍ତି ଉଠାଇଛି ସ୍ପେଶାଲ ଅଡିଟ

ଚୌଦ୍ୱାରକଲେଜ ମହିଳା ହଷ୍ଟେଲ ଦୁର୍ନୀତି ବୋଲି ଆପତ୍ତି ଉଠାଇଛି ସ୍ପେଶାଲ ଅଡିଟ ୧ କୋଟି ୨୧ ଲକ୍ଷ ୨୬ ହଜାର ୬୦୫ ଟଙ୍କାକୁ ବେପରୁଆ ଓ ଖର୍ଚ୍ଚର ଅପଚୟ ଅଭିଯୋଗ ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର କଲେଜର ମହିଳା ହଷ୍ଟେଲ ନିର୍ମାଣରେ ଆର୍ôଥକ ଅନିୟମିତତା, ଦୁର୍ନୀତି, ଅର୍ଥ ତୋଷରପାତ, ଜାଲିଆତି ହୋଇଥିବା ସ୍ପେଶାଲ ଅଡ଼ିଟ ରିପୋର୍ଟରୁ ଜଣାପଡ଼ିଛି । ତେବେ ଏ ନେଇ ପୂର୍ବରୁ ହୋଇଥିବା ଅଭିଯୋଗକୁ ଗୁରୁତର ଭାବେ ଗ୍ରହଣ କରି ଉଚ୍ଚଶିକ୍ଷାବିଭାଗ କାଗଜପତ୍ରର ସ୍ୱତନ୍ତ୍ର ଭାବେ ଯାଞ୍ଚ…

Read More

ନ୍ୟାଯ୍ୟଦାବି ନେଇ ଧାରଣା ଦେଲେ ଗ୍ରୁପ ଫୋର ସିକ୍ୟୁରିଟି କର୍ମଚାରୀ

ନ୍ୟାଯ୍ୟଦାବି ନେଇ ଧାରଣା ଦେଲେ ଗ୍ରୁପ ଫୋର ସିକ୍ୟୁରିଟି କର୍ମଚାରୀ ଭୁବନେଶ୍ୱର(ଏନ୍‌.ଏମ୍‌.): କର୍ମଚାରୀମାନଙ୍କୁ ନିଯୁକ୍ତି ସମୟରେ ସଂସ୍ଥା ପକ୍ଷରୁ ଯେଉଁ ପ୍ରତିଶ୍ରୁତି ଦେଇଥିବାବେଳେ ତାହାକୁ ପାଳନ ନକରିବା ନେଇ ଗ୍ରୁପ ଫୋର ସିକ୍ୟୁରିଟି କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି । କର୍ମଚାରୀମାନେ ନିଜର ୧୦ଦଫା ଦାବ ନେଇ ଗ୍ରୁପ ଫୋର୍ ସିକ୍ୟୁରିଟି ଶ୍ରମିକ ୟୁନିଅନ କର୍ମଚାରୀ ୬ ଦିନ ଧରି ଭୁବନେଶ୍ୱର ସ୍ଥିତ କେ-୬ ବିଜେପି ନଗର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଠାରେ ଧାରଣାରେ ବସିଛନ୍ତି…

Read More