ପ୍ରଥମ ଇନିଂସ୍ରେ ମନିପାଲ୍ ଟାଇଗର୍ସ ବିରୋଧରେ ଭିଲ୍ୱାରା କିଙ୍ଗ୍ସର ଉନ୍ନତ ପ୍ରଦର୍ଶନ
ପ୍ରଥମ ଇନିଂସ୍ରେ ମନିପାଲ୍ ଟାଇଗର୍ସ ବିରୋଧରେ ଭିଲ୍ୱାରା କିଙ୍ଗ୍ସର ଉନ୍ନତ ପ୍ରଦର୍ଶନ କଟକ(ଏନ୍.ଏମ୍.): ଟାଟେଣ୍ଡା ଟାଇବୁ ଓ ଜେସି ରାଇଡର୍ଙ୍କ ମଧ୍ୟରେ ଏକ ଉନ୍ନତ ଭାଗିଦାରୀ ଆଜି ସ୍କାଏ୨୪୭ ଡଟ୍ ନେଟ୍ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ (ଏଲ୍ଏଲ୍ସି)ର ୮ମ ମ୍ୟାଚ୍ରେ ଭିଲ୍ୱାରା କିଙ୍ଗ୍ସ ବିରୋଧରେ ମନିପାଲ୍ ଟାଇଗର୍ସକୁ ୨୦ ଓଭର୍ରେ ୧୭୫ /୮ ରନ୍ କରିବାରେ ସାହାଯ୍ୟ କରିଥିଲା । ତେବେ କଟକର ବାରବାଟୀ ଷ୍ଟାଡିୟମରେ ପ୍ରଥମ ବ୍ୟାଟିଙ୍ଗ୍ କରିବା ନେଇ ମନିପାଲ୍ ଟାଇଗର୍ସର ନିଷ୍ପତି କିଙ୍ଗ୍ସ…
