ବାରବାଟୀ ଟକ୍କର :ଭଜି-ପଠାନ ଲଢ଼େଇ ହେବ
ବାରବାଟୀ ଟକ୍କର :ଭଜି-ପଠାନ ଲଢ଼େଇ ହେବ କଟକ (ଏନ୍.ଏମ୍.): ଆସନ୍ତାକାଲି କଟକର ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ସ୍କାଏ୨୪୭ ଡଟ୍ ନେଟ୍ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ (ଏଲ୍ଏଲ୍ସି)ର କଟକ୍ ଲିଗ୍ରେ ଇର୍ଫାନ ପଠାନ୍ଙ୍କ ନେତୃତ୍ୱାଧୀନ ଭିଲ୍ୱାରା କିଙ୍ଗ୍ସ, ହର୍ଭଜନ ସିଂହଙ୍କ ମନିପାଲ୍ ଟାଇଗର୍ସଠାରୁ ପ୍ରତିଶୋଧ ନେବା ପାଇଁ ମଇଦାନକୁ ଓହ୍ଲାଇବ । ଏହି ମ୍ୟାଚରେ ଭିଲ୍ୱାରା କିଙ୍ଗ୍ସ ପକ୍ଷରୁ ଇର୍ଫାନ୍ ଫଠାନ୍, ୟୁସୁଫ୍ ପଠାନ୍ ଓ ଏସ୍ ଶ୍ରୀସାନ୍ତଙ୍କ ଭଳି କିମ୍ବନ୍ଦନ୍ତୀମାନେ ଏବଂ ମନିପାଲ ଟାଇଗର୍ସ…
