ଏଣିକି କ୍ୟାମେରା ନଜରରେ ରହିବ ଚୌଦ୍ୱାର ଅଞ୍ଚଳ
ଏଣିକି କ୍ୟାମେରା ନଜରରେ ରହିବ ଚୌଦ୍ୱାର ଅଞ୍ଚଳ ଚୌଦ୍ୱାର(ଏନ୍.ଏମ୍.): ଆଜି କଟକ କମିଶନରେଟ ପୁଲିସ ପକ୍ଷରୁ ଚୌଦ୍ୱାର ଥାନା ପରିସରରେ ଚୌଦ୍ୱାର ଅଞ୍ଚଳକୁ ଜଗିବା ପାଇଁ ସିସିଟିଭି କ୍ୟାମେରାର ଉଦ୍ଘାଟନୀ କର୍ଯ୍ୟକର୍ମ ଅନୁଷ୍ଠିତ ହୋଯାଇଛି । ଇମ୍ଫାର ସାମାଜିକ ଓ ଦାୟିତ୍ୱବୋଧ ଶାଖା, ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ଓ କଟକ କମିଶରେଟ୍ ପୁଲିସ୍ ସହଭାଗିତାରେ ଚୌଦ୍ୱାର ଅଞ୍ଚଳର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ୪୬ଟି ସିସିଟିଭି କ୍ୟାମେରା ଲଗାଯାଇଛି । ଚୌଦ୍ୱାର ଥାନାର ଭାରପ୍ରାପ୍ତ ଅଧିକାରୀ ବିରଞ୍ଚିନାରାୟଣ ପତିଙ୍କ…
