ଆଠଗଡ଼ ଅଞ୍ଚଳରେ ଏକାଧିକ ଦୁର୍ଘଟଣା ୨ଗୁରୁତର
ଆଠଗଡ଼ ଅଞ୍ଚଳରେ ଏକାଧିକ ଦୁର୍ଘଟଣା ୨ଗୁରୁତର ଆଠଗଡ଼ (ଏନ୍.ଏମ୍.): ଆଠଗଡ଼ ଅଞ୍ଚଳରେ ଆଜି ଭିନ୍ନଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିବା ସହ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କ ଅବସ୍ଥା ଶଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରୁ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଆଠଗଡ଼ ଥାନା ଅନ୍ତର୍ଗତ ଖୁଣ୍ଟକଟା କାନାରା ବ୍ୟାଙ୍କ ସମ୍ମୁଖରେ ଏକ କାର ଦ୍ରୁତଗତିରେ ଆସି ଏକ୍ସେଲ ମୋପେଡକୁ ଧକ୍କା ଦେବାରୁ ଚାଳକ ଖୁଣ୍ଟକଟା ପଞ୍ଚାୟତ ରେଗେଡାପଡା ଗ୍ରାମର…
