ଦୀପକଙ୍କ କଟକରୁ କେଦାରନାଥ ସାଇକେଲ ଯାତ୍ରା
ଦୀପକଙ୍କ କଟକରୁ କେଦାରନାଥ ସାଇକେଲ ଯାତ୍ରା କଟକ(ଏନ୍.ଏମ୍.): କଟକରୁ ସାଇକେଲ ଯୋଗେ କେଦାରନାଥ ଯାତ୍ରା । ତେବେ ଏଭଳି ପଦକ୍ଷେପ କଟକ ସହରର ଯୁବ ବର୍ଗକୁ ଆଶ୍ଚର୍ଯ୍ୟ କରିଛି । ଏହା ଦୁଃସାଧ୍ୟ ବୋଧ ହେଉଥିଲେ ମଧ୍ୟ ଏହାକୁ ସଫଳ କରି ଦେଖାଇବାକୁ ଉଦ୍ୟମ କରିଛନ୍ତି ଖାନନଗର ଅଞ୍ଚଳର ଦୀପକ ପ୍ରଧାନ । ଦେଶର ବିଭିନ୍ନ ତୀର୍ଥ ସ୍ଥାନ ରହିଛି । ସେଠାକୁ ଯିବା ଲାଗି ଅନେକ ବାଇକ ଯୋଗେ ଯାତ୍ରା କରି ସଫଳତା ପାଇଛନ୍ତି ।…
