କର୍କଟ ପୀଡ଼ିତଙ୍କୁ ସହାୟତା ଯୋଗାଇଲେ ଅବସରପ୍ରାପ୍ତ ସେନା ଅଧିକାରୀ
କର୍କଟ ପୀଡ଼ିତଙ୍କୁ ସହାୟତା ଯୋଗାଇଲେ ଅବସରପ୍ରାପ୍ତ ସେନା ଅଧିକାରୀ କଟକ(ଏନ୍.ଏମ୍.): କଟକ ଜିଲ୍ଲା ଆଠଗଡ ବ୍ଲକ ଅନ୍ତର୍ଗତ ରାଧାକିଶୋରପୁର ପଂଚାୟତ ନିବାସୀ କର୍କଟ ପୀଡ଼ିତ କୌଳାଶ ଚନ୍ଦ୍ର ପୁହାଣଙ୍କ ପୁଅ ମିଥୁନ ପୁହାଣ(୩୦)ଙ୍କୁ ସହାୟତା ଯୋଗାଇ ଦେଇଛନ୍ତି ଅବସରପ୍ରାପ୍ତ ସେନା ଅଧିକାରୀ ଅଭୟ କୁମାର ବାରିକ । ସୂଚନାଯୋଗ୍ୟ, ମିଥୁନଙ୍କ ପାଟିରେ ଏକ ଘା ହୋଇ ଅସହ୍ୟ ଯନ୍ତ୍ରଣା ହେବାରୁ ପରିବାର ଲୋକେ ନିକଟସ୍ଥ ଡାକ୍ତରଙ୍କୁ ଯୋଗଯୋଗ କରିବାରୁ ଜାଣିବାକୁ ପାଇଥିଲେ ଯେ, ତାଙ୍କର ମୁଖ କର୍କଟ…
