ଉଦ୍‌ଯାପିତ ହେଲା ତୋରଳ ଗଣେଶ ମହୋତ୍ସବ

ଉଦ୍‌ଯାପିତ ହେଲା ତୋରଳ ଗଣେଶ ମହୋତ୍ସବ     ଜଗତପୁର (ଏନ୍‌.ଏମ୍‌.): କଟକ ଜିଲ୍ଲା ଜଗତପୁରସ୍ଥିତ ତୋରଳ ପୂଜା କମିଟି ପକ୍ଷରୁ ୧୬ତମ ଗଣେଶ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ୮ଦିନ ଧରି ଆୟୋଜିତ ଏହି ମହୋତ୍ସବର ଉଦ୍‌ଯାପନୀ ସଂଧ୍ୟା ବେଶ ଚିତାକର୍ଷକ ହୋଇଥିଲା । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ବିଭିନ୍ନ ପ୍ରକାର ସୁଆଦିଆ ଖାଦ୍ୟ ଷ୍ଟଲରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ସମ୍ପ୍ରତି ରାଜ୍ୟର ବହୁ ଲୋକକଳା ହଜିବାକୁ ବସିଥିବାବେଳେ ସେ…

Read More

ଅଘୋଷିତ ବିଦ୍ୟୁତ କାଟକୁ ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଅଘୋଷିତ ବିଦ୍ୟୁତ କାଟକୁ ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ଆଠଗଡ଼(ଏନ୍‌.ଏମ୍‌.): ଆଠଗଡ ବ୍ଲକ ନଦୀକୂଳ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ ସାଙ୍ଗକୁ ଲୋ ଭୋଲଟେଜକୁ ନେଇ ଉପଭୋକ୍ତାଙ୍କ ମଧ୍ୟ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଜି ନଦୀକୂଳ କଖଡି ଅଞ୍ଚଳର ଶ୍ରୀରାମ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଆଠଗଡ ଉପଜିଲ୍ଲାପାଳ ଓ ଟାଟା ପାୱାରର ଏକ୍ୟୁଜିଟିଭ ଇଂଞ୍ଜିନିୟରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ଆସନ୍ତା୧୬ ତାରିଖ ମଧ୍ୟରେ ସମସ୍ୟାର ସମାଧାନ କରାନଗଲେ ନାରାଙ୍ଗବସ୍ତ…

Read More

ଗଜପତିଙ୍କ ଶ୍ରୀନଅରରେ ସୁନିଆଁ ଉତ୍ସବ

ଗଜପତିଙ୍କ ଶ୍ରୀନଅରରେ ସୁନିଆଁ ଉତ୍ସବ ପୁରୀ(ଏନ୍‌.ଏମ୍‌.): ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହୋଇଯାଇଛି ସୁନିଆଁ ଉତ୍ସବ । ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀନରରେ ଆଜି ନୀତି ଓ ପରମ୍ପରା ଅନୁସାରେ ପାଳତି ହୋଇଛି ଏହି ଉତ୍ସବ । ଏଥିପାଇଁ ସନ୍ଧ୍ୟାରେ ଶ୍ରୀନଅର ପ୍ରାଙ୍ଗଣରେ ଥିବା କନକ ଦୁର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା । କନକଦୂର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ, ନୃସିଂହ ଆଦି ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ ଗଜପତି ମହାରାଜ । ଗଜପତି ମହାରାଜା…

Read More

ଖଣ୍ଡପଡା ଏନଏସି କାର୍ଯ୍ୟାଳୟ ଫାଟକରେ ତାଲାପକାଇ ସଫେଇ କର୍ମଚାରୀଙ୍କ ଧାରଣା

ଖଣ୍ଡପଡା ଏନଏସି କାର୍ଯ୍ୟାଳୟ ଫାଟକରେ ତାଲାପକାଇ ସଫେଇ କର୍ମଚାରୀଙ୍କ ଧାରଣା ଖଣ୍ଡପଡା (ଏନ୍‍.ଏମ୍‍.): ପରିମଳ ବ୍ୟବସ୍ଥାର ଘରୋଇକରଣକୁ ବିରୋଧ କରି ଗତ ୧୪ ଦିନ ଧରି ସଫେଇ କର୍ମଚାରୀମାନେ ଖଣ୍ଡପଡା ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ଧାରଣାରତ ସଫେଇ କର୍ମଚାରୀମାନେ ଏନଏସି କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ବୁଧବାର ପୂର୍ବାହ୍ନରେ ତାଲା ଝୁଲାଇ ଦେବା ଯୋଗୁଁ କର୍ମଚାରୀମାନେ କାର୍ଯ୍ୟାଳୟ ପରିସରକୁ ଯାଇପାରି ନଥିଲେ । ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର ଏ…

Read More