ପାଗଳର ଭୁଜାଲି ଚୋଟରେ ଜଣେ ମୃତ, ୩ ଗୁରୁତର
ପାଗଳର ଭୁଜାଲି ଚୋଟରେ ଜଣେ ମୃତ, ୩ ଗୁରୁତର ମାହାଙ୍ଗା(ଏନ୍.ଏମ୍.): ଜଣେ ପାଗଳ ବ୍ୟକ୍ତିର ପାଗଳାମୀ ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳରେ । ପାଗଳ ଭୁଜାଲି ଧରି ବୁଲୁଥିବାବେଳେ ଆକ୍ରମଣ ଫଳରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଓ ହୃଦୟ ବିଦାରକ ଘଟଣା ଘଟିବା ପରେ ଅଞ୍ଚଳରେ ଚାପା ଉତ୍ତେଜନା ମଧ୍ୟ ସୃଷ୍ଟି ହୋଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ମାହାଙ୍ଗା ବ୍ଲକ ପୋଡାମରାଇ…
