କଲରାବାଙ୍କ କଳିଙ୍ଗ ଇଂଲିଶ ମିଡ଼ିୟମ ସ୍କୁଲର ଆଉ ଏକ ସଫଳତା
କଲରାବାଙ୍କ କଳିଙ୍ଗ ଇଂଲିଶ ମିଡ଼ିୟମ ସ୍କୁଲର ଆଉ ଏକ ସଫଳତା କଟକ(ଏନ୍.ଏମ୍.): ଦେଶର ପ୍ରଥମ ସ୍ମାର୍ଟ ଭିଲେଜ ଭାବରେ ପ୍ରସିଦ୍ଧି ଲାଭ କରିଥିବା କଟକ ଜିଲ୍ଲା କଲରାବାଙ୍କ ଠାରେ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠା କରାଯାଇଥିବା କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡିପାରିଛି । ଇଣ୍ଟରନେସନାଲ ଏକ୍ସଲେନ୍ସ ଆୱାର୍ଡ଼ ପକ୍ଷରୁ ବିଶ୍ୱର ଅନେକ ପ୍ରତିଷ୍ଠିତ ବିଦ୍ୟାଳୟମାନଙ୍କ ଶୈକ୍ଷିକ ଭିତ୍ତିଭୂମିର ସୁଦୃଢ଼ୀକରଣ, ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ପାଠ୍ୟକ୍ରମରେ ନୂତନ ଜ୍ଞାନକୌଶଳ…
