ଜିଲ୍ଲା ଅବକାରୀ ବିଭାଗର ଚଢାଉ: ନକଲି ମଦ ସହିତ କାର ଜବତ, ଦୁଇ ଗିରଫ

ଜିଲ୍ଲା ଅବକାରୀ ବିଭାଗର ଚଢାଉ: ନକଲି ମଦ ସହିତ କାର ଜବତ, ଦୁଇ ଗିରଫ କଟକ(ଏନ୍‌.ଏମ୍‌.): ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ୟୁନିଟର କର୍ମଚାରୀମାନେ ଫୁଲନଖରା ଛକରେ ଜଗିରହି ଆଜି ପୂର୍ବାହ୍ନରେ ଖୋର୍ଦ୍ଧାରୁ ଓଲଟପୁରକୁ ଚାଲାଣ କରାଯାଉଥିବା ପ୍ରାୟ ଦେଢ ଲକ୍ଷ ଟଙ୍କାର ନକଲି ଦେଶୀ ମଦ ଜବତ କରିଛନ୍ତି । ଏଥି ସହିତ ଏହି ଚୋରା କାରବାରରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଗାଡି ଚାଳକ କଟକ ଜିଲ୍ଲା…

Read More

ଚାଟ ଘୁଘୁନି ହେଲା ଶେଷ ଖାଇବା: ପୁଅଝିଅ ମୃତ ବାପ ମା’ ଗୁରୁତର

ଚାଟ ଘୁଘୁନି ହେଲା ଶେଷ ଖାଇବା: ପୁଅଝିଅ ମୃତ ବାପ ମା’ ଗୁରୁତର ଆଠଗଡ଼(ଏନ୍‌.ଏମ୍‌.): ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୨ଜଣ ଶିଶୁ ମୃତ୍ୟୁବରଣ କରିଥିବାବେଳେ ପିତାମାତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏଭଳି ଘଟଣା ସମଗ୍ର ବଡ଼ମ୍ବା ଅଞ୍ଚଳରେ ଶୋକ ଛାୟା ଖେଳାଇ ଦେଇଛନ୍ତି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି କଟକ ଜିଲ୍ଲା ବଡ଼ମ୍ବା ମାଣିଆବନ୍ଧ ଅଧିନସ୍ଥ ଅଭିମାନପୁର ବୀରବରପୁର ଗାଁରେ । ଗାଁର ଗୋବିନ୍ଦ ପାତ୍ରଙ୍କ ପରିବାରରେ ଚାଟ ଘୁଘୁନି…

Read More

କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ଅଭିଯୋଗ ଶୁଣାଣି

କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ଅଭିଯୋଗ ଶୁଣାଣି ଆଠଗଡ଼(ଏନ୍‌.ଏମ୍‌.): ଶିକ୍ଷକ-ଶିକ୍ଷୟତ୍ରୀମାନେ ରାଷ୍ଟ୍ର ଗଠନରେ ସଦା ସର୍ବଦା ଗଠନମୂଳକ ଭୂମିକା ନିର୍ବାହ କରିଆସିଛନ୍ତି । ଶିକ୍ଷାୟତନର ସାମଗ୍ରିକ ପ୍ରଗତିରେ ଶିକ୍ଷକମାନଙ୍କର ଯୋଗଦାନ ଅନନ୍ୟ । ଶିକ୍ଷାଦାନ ପ୍ରକ୍ରିୟାକୁ ବୋଧଗମ୍ୟ କରିବା ଭଳି ମାନସିକତାର ଆବଶ୍ୟକତାକୁ ଏକ ଚିନ୍ତାମୁକ୍ତ ମନ ଅପରିହାର୍ଯ୍ୟ । ଶିକ୍ଷକ ସାମାଜର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଏ ଦିଗରେ ଏକ ଫଳପ୍ରଦ ପ୍ରୟାସ ବୋଲି ବିବେଚନା କରାଯାଉଛି ବୋଲି କଟକ ଜିଲ୍ଲା ଆଠଗଡ ବିଶ୍ୱନାଥ…

Read More

କୁମ୍ଭକର୍ଣ୍ଣ ନିଦ୍ରାରେ ଜଳସେଚନ ବିଭାଗ: ଚାଷ ପାଇଁ ପାଣିର ଅଭାବ ନେଇ ଚାଷୀଙ୍କ ଧାରଣା  

କୁମ୍ଭକର୍ଣ୍ଣ ନିଦ୍ରାରେ ଜଳସେଚନ ବିଭାଗ: ଚାଷ ପାଇଁ ପାଣିର ଅଭାବ ନେଇ ଚାଷୀଙ୍କ ଧାରଣା ସାଲେପୁର(ଏନ୍‌.ଏମ୍‌.): ରାଜ୍ୟରେ ଚାଷୀଙ୍କ ଉନ୍ନତି ପାଇଁ ସରକାର ସର୍ବଦା ଚେଷ୍ଟିତ ଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି । ଚାଷୀମାନଙ୍କୁ ରାଜ୍ୟ ସରକାର ସହାୟତା ନିମନ୍ତେ ଅର୍ଥରାଶି ଯୋଗାଇ ଦେଉଥିଲେ ମଧ୍ୟ ଜମିକୁ ପାଣି ନଥିବା ଯୋଗୁଁ ଚାଷ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଫଳରେ ସରକାର ଓ ଚାଷୀମାନଙ୍କ ମଧ୍ୟରେ ଦୂରତ୍ୱ ଦୂରେଇ ଯାଉଥିବା…

Read More